ଆସିଲା ଖୁସି ଖବର ଏବେ ମିଳିବ ଅଙ୍ଗନବାଡି ରେ ଚୂନା ମାଛ । ଛୋଟ ଛୋଟ ପିଲା ଙ୍କୁ ମିଳିବ ଚୂନା ମାଛ ।
ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ । ଆଜି ସରକାର ର ଙ୍କ ଠାରୁ ଏକ ଖୁସି ଖବର ଆସିଛି । ଆଜି ଆମେ ଏହି ଖବର ଵିଷୟ ରେ କିଛି ଚର୍ଚ୍ଚା କରିବା ଆଉ ଜାଣିବା କଣ ସେହି ଖୁସି ଖବର ଆଉ କେଉଁ ମାନଙ୍କୁ ମିଳିବ ସେହି ଯୋଜନା ର ଲାଭ । ଏହି ସବୁ ଖବର ବିଷୟରେ ଜାଣିବ ପାଇଁ ଆପଣ ଏହି ପୋଷ୍ଟ ଟିକୁ ସମ୍ପୂର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆଉ ଜଣାନ୍ତୁ ।
ଚାଲନ୍ତୁ ଜାଣିବା କଣ ସେହି ଯୋଜନା ଆଉ କେଉଁ ମନେ ପାଇବେ ଲାଭ ସେହି ଯୋଜନା ଅନ୍ତର୍ଗତ । ଆପଣ ମାନେ ଜାଣିଥିବେ କି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କିଛି ନୂଆ ଯୋଜନା ଘୋଷଣା କରିଛନ୍ତି । ଆଉ ସେହି ଯୋଜନା ହେଉଛି ଅଙ୍ଗନ ବାଡ଼ି ପିଲା ମାନଙ୍କ ପାଇଁ ଆଉ ସେହି ଯୋଜନା ଅନ୍ତର୍ଗତ ଏବେ 50 ଟି ଅଙ୍ଗନ ବାଡ଼ି ର ପିଲା ମାନଙ୍କୁ ଚୂନା ମାଛ ଦିଆଯିବ ।
ଆଉ ମଧ୍ୟ ଅଙ୍ଗନବାଡ଼ି କିଛି ପିଲାଙ୍କୁ ମିଳିବ ଚୂନା ମାଛ। ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ଏହି ଯୋଜନା ରେ ପ୍ରଥମେ 50 ଟି ଅଙ୍ଗନ ବାଡ଼ି କେନ୍ଦ୍ର କୁ ଚୟନ କରା ଯାଇଛି ଆଉ ସେହି କେନ୍ଦ୍ର ଗୁଡିକୁ ପ୍ରଥମେ ଏହି ଯୋଜନା ର ଲାଭ ମିଳିବ । ପ୍ରଥମେ ଏହି ଯୋଜନା ମଉରୁଭଞ ରେ ଆରମ୍ଭ କରା ଯିବ । ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।
ଧନ୍ୟବାଦ