ଅଧିକ ଧାତୁ ନଷ୍ଟ କରିଛନ୍ତି କି ? ଏହାର ଭରଣା କରିବେ କିପରି । ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଯଦି ଆପଣ ଧାତୁ ନଷ୍ଟ କରୁଛନ୍ତି ତେବେ ଏହାଠାରୁ କିଭଳି ଭାବେ ନିରାକରଣ ଏବଂ ବଞ୍ଚିତ ହୋଇ ପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟ ରେ ସାରା ଯୁବ ସମାଜ କାମୁକ ଶକ୍ତି ର ଛତ୍ର ଛାୟା ମଧ୍ୟରେ ବଶୀଭୂତ । ସେମାନେ ସମସ୍ତ କାମ ର ମାୟା ଜାଲ ମଧ୍ୟରେ ଅନ୍ତର୍ନିହିତ ହୋଇ ଯାଉଛନ୍ତି । ତେବେ ଏଭଳି ସ୍ଥଳେ ସେମାନେ ନିଜର ପାର୍ଟନର ନ ପାଇ ନିଜର ହସ୍ତ ର ବ୍ୟବହାର କରୁଛନ୍ତି । ଯାହା ଫଳରେ ସେମାନେ ନିଜ ଶରୀର ର ଅତି ମୂଲ୍ୟବାନ ପଦାର୍ଥ ନିଜ ର ବୀର୍ଜ୍ୟ  କୁ ନଷ୍ଟ କରୁଛନ୍ତି । 

 

ସମସ୍ୟା ବୀର୍ଜ୍ୟ ଶକ୍ତିର କ୍ଷମତା ହ୍ରାସ ପାଇବା,ଲିଙ୍ଗ ତେଢ଼ା ହୋଇଯିବା,ଗୋଟେ ସପ୍ତାହରେ ବାରମ୍ଭାର ସ୍ୱପ୍ନ ଦୋଷ ହେବା।୨୪ ଘଣ୍ଟା କେବଳ ସଂଭୋଗ ଓ ହସ୍ତମୈଥୁନ କରିବାର ବିଚାର ଆସିବା।ସୁନ୍ଦର ସୁଢ଼ଳ ଶରୀର ଧୀରେ ଧୀରେ କୁଶ୍ଚିତ ହେବା।ଶରୀର ଏବଂ ମୁହଁରୁ ଦୁର୍ଗନ୍ଧ ଆସିବା।

ନିରାକରଣ

(୧)ଧାତୁ ରୋଗ,ସ୍ୱପ୍ନ ଦୋଷରୁ ରକ୍ଷା ପାଇବା ପାଇଁ ନିଜର ପେଟକୁ ସଫା ରଖନ୍ତୁ ଓ ନିଜ ପେଟକୁ ଠିକ ରଖନ୍ତୁ।ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଯାହାଫଳରେ ଆପଣଙ୍କ ପେଟ ରୋଗର ସମସ୍ୟା ଆଦୌ ଦେଖାଯିବ ନାହିଁ।ଆଉ ନିଜକୁ ଶୁସ୍ଥ ରଖିବା ପାଇଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ

(୨)ପ୍ରତିଦିନ ଯୋଗ କରିବା ସହ । ଶୋଇବା ପୂର୍ବରୁ ପୁରାଣ କିମ୍ବା କୌଣସି ଆଧ୍ୟାତ୍ମିକ ବିଷୟ କୁ ପଢି କରି କିମ୍ବା ଦେଖି କି ଶୁଅନ୍ତୁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *