ଅଧିକ ବୟସ ରେ ବାହା ହେଲେ ହୋଇଥାଏ ଏହି ସବୁ ଅସୁବିଧା । ଏବେ ଠାରୁ ହୋଇଯାଅନ୍ତୁ ସତର୍କ ନହେଲେ ଭବିଷ୍ୟତ ହୋଇଯିବ ନଷ୍ଟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଯଦି ଆପଣ ଏହି ସବୁ ଭୁଲ କରୁଥାନ୍ତି ଯେପରିକି ଅଧିକ ବୟସ ରେ ବାହା ହେବା ତେବେ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ର ଯୁଗ ରେ ବହାଘର କୁ ସମସ୍ତେ ସାଧାରଣ ଭାବେ ନେଇ ଯାଉଛନ୍ତି । ଏହା ମନ ଇଚ୍ଛା ନେଉଛନ୍ତି । ବହାଘର ବୟସ ଗଡ଼ିଗଲା ପରେ ଆଜିକାଲି ବୟସ ର ପିଲା ବାହା ହେଉଛନ୍ତି । ଯଦି ବିବାହ ଅଧିକ ବୟସ ରେ ହୋଇଥାଏ ତେବେ ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ବୁଝିବାରେ ଅସୁବିଧା ହୋଇଥାଏ । ଫଳରେ ସମ୍ପର୍କ ଭଲ ରହିନଥାଏ ଓ ମଳିନତା ଆସିଥାଏ । କିନ୍ତୁ ଆଜିକାଲି ଲୋକ କୌଣସି ବି ବୟସରେ ବିବାହ କରୁଛନ୍ତି । ବିବାହ କରିବା ପାଇଁ ଉଚିତ ବୟସସୀମା ହେଉଛି ୨୫ ରୁ ୨୮ ବର୍ଷ । 

 

ଏହି ବୟସ ସୀମା ଭିତରେ ବିବାହ କଲେ  ପୁଅ ଓ ଝିଅଙ୍କ ଉଭୟ ଙ୍କ ମଧ୍ୟରେ ମନ ମାଳିନ୍ୟ କମ ଦେଖା ହେବା ସହ ପରିବାର ଖୁସି ରେ ରହିଥାଏ । ଅଧୁକ ବୟସ ହେବାଦ୍ଵାରା ଯୌବନ ନଷ୍ଟ ହୋଇଯାଇଥାଏ ଓ ଶରୀରରେ ଆଗପରି ସକ୍ଷମତା ନଥାଏ । ସ୍ୱାମୀ ଓ ସ୍ତ୍ରୀ କେବେବି ଶାରୀରିକ କ୍ଷେତ୍ରରେ ସନ୍ତୁଷ୍ଟ ହୋଇପାରିନଥାନ୍ତି । ଅଧିକ ବୟସରେ ବିବାହ କରିବା ଦ୍ଵାରା ମହିଳାମାନଙ୍କ ସନ୍ତାନ ହେବାରେ ଅଶୁବିଧା ହୋଇଥାଏ । ତେଣୁ ଅଧିକ ବୟସରେ ବିବାହ କରିବା ଜମାବି ଠିକନୁହେଁ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *