ଅନୁଭବ ଏବଂ ବର୍ଷା ମଧ୍ୟରେ ଥିବା ପୁଣି ବିବାଦ ଜୋର ଧରିଲା । ଅନୁଭବ ଡିସିପି ଙ୍କୁ ଲେଖିଲେ ଚିଠି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଅନୁଭବ ଏବଂ ବର୍ଷା ମଧ୍ୟରେ ଜୋର ଧରିଥିବା ବିବାଦ ବିଷୟ ରେ ଯେଉଁ ଥିରେ ଅନୁଭବ ବର୍ଷା ଙ୍କ କୃମିନାଲ କାର୍ଯ୍ୟ କଳାପ କୁ ନେଇ ନିଜ ଲୋକାଲ ଡିସିପି ଙ୍କୁ ଏକ ଚିଠି ଲେଖିଛନ୍ତି ଯାହା ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଅନୁଭବ ବର୍ଷା ନ୍କ ବିବାଦ ବର୍ତ୍ତମାନ ଏକ ଏଭଳି ସ୍ଥର ରେ ପହଁଚିଲାଣି ଯେଉଁ ଥିରେ ଲାଗୁଚି ସତେ ଯେପରି  ସେମାନଙ୍କ ମଧ୍ୟରେ  ଆଉ କେବେ ଭଲ ସମ୍ପର୍କ ସୃଷ୍ଟି ହୋଇ ପାରିବନି । ସେମାନେ ଏହି ଭଳି ଭାବେ ନିଜ ଠାରୁ ଅଲଗା ହୋଇ ରହିବେ । କାରଣ ବର୍ତ୍ତମାନ କିଛି ଦିନ ତଳେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ହୋଇଥିବା ବାର୍ତାଲାପ ର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ।ସେହି ଭାଇରାଲ ଭିଡ଼ିଓ କୁ ନେଇ ବର୍ଷା କଟକ ର ପୁରିଘାଟ ଥାନା ରେ ପୁଣି ଥରେ ଅନୁଭବ ଙ୍କ ନାଁ ରେ ଏକ ମାମଲା ରୁଜୁ କରିଥିଲେ ।

 

 କିଭଳି ଭାବେ ଅନୁଭବ ତାଙ୍କ ନାମରେ ମିଛ ପ୍ରଚାର କରିବା ସହ ମିଛ ଭିଡ଼ିଓ ଭାଇରାଲ କରାଉଛନ୍ତି । ସେହିଭଳି କିଛିଦିନ ତଳେ ଭାଇରାଲ ହୋଇଥିବା ଅଡିଓ ଟେପ ବିଷୟରେ ଗତକାଲି  ଅନୁଭବ ବର୍ଷା ଏବଂ ତାଙ୍କ ପରିବାର ମଧ୍ୟରେ ହୋଇଥିବା ଏକ ଫୋନ ରେକର୍ଡ଼ିଂଗ ଯେଉଁଥିରେ ବର୍ଷା ଅନୁଭବ ଙ୍କ ପାଇଁ ବିଭିନ୍ନ ଅଭାଷା ବ୍ୟବହାର କରିବା ସହ ତାଙ୍କ ପରିବାର ବିଷୟ ରେ ଚକ୍ରାନ୍ତ କରିବାର ଏକ ଅଡିଓ ରେକର୍ଡ଼ିଂଗ ଭାଇରାଲ ହୋଇଥିଲା ଏହା ର ଯାଞ୍ଚ କରିବା ପାଇଁ କହିଛନ୍ତି । ଅନୁଭଵ ଏହା ବିଷୟରେ ଯାଞ୍ଚ କରିବା ପାଇଁ ଡିସିପି ଙ୍କୁ ଜଣାଇଛନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *