ଅନୁଭବ ଓ ବର୍ଷା ଙ୍କ ର ହେଲା ଶେଷ ଶୁଣାଣି । କୌର୍ଟ ଶୁଣେଇ ଦେଲା ଏହି ରାୟ… ଏବେ ଅନୁଭବ ଓ ବର୍ଷା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ପୁଣି ଏକାଠି ହେଲେ ଅନୁଭବ ଆଉ ବର୍ଷା । ସମ୍ପୂର୍ଣ ଘଟଣା ଟି ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

କିଛି ଦିନ ହେବ କେନ୍ଦ୍ରାପଡ଼ା ଏମ୍ପି ଅଭିନେତା ଅନୁଭବ ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଚାଲିଥିବା ବିବାଦ ର ଅନ୍ତ ଘଟିଛି । ଉଭୟ ଙ୍କ ଆବେଦନ ର ଶୁଣାଣି ହେଲା ଶେଷ । ଏମିତି ଶୁଣାଣି କରିଛନ୍ତି ମାନ୍ୟବର କୋର୍ଟ ବର୍ଷା ଏବଂ ଅନୁଭବ ଙ୍କ ସମ୍ପର୍କ କୁ ନେଇ । ତେବେ ଆସନ୍ତୁ ଜାଣିବା କୋର୍ଟ ର କଣ ଶୁଣାଣି ରହିଛି ।

ସାଂସଦ ଅନୁଭବ ମହାନ୍ତି ଏବଂ ଏବଂ ଟଙ୍କା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିବାଦର ଚାଲିଥିବା ଶୁଣାଣି ରେ ଆଜି ଅନ୍ତ ଘଟିଛି । କଟକ sdgm କୋର୍ଟ ଏହାର ଶୁଣାଣି କରିଛନ୍ତି ଆସନ୍ତା ୫ ତରିକ ରେ ଏହା ପ୍ରକାଶ ପାଇବ । ଆଜି ବର୍ଷା ଙ୍କ ପକ୍ଷ ରୁ ଦରଖାସ୍ତ ଦିଆ ଯାଇ ତାଙ୍କ ମୂଳ ପିଟିସନ ରେ ଯାହା ଯାହା ଘଟିଛି ତାକୁ ଯୋଡିବା ପାଇଁ ନିବେଦନ କରା ଯାଇଥିଲା । ଅନ୍ୟ ପକ୍ଷରେ ଅନୁଭବ ନନ୍ଦୀ ସାହି ସ୍ତିତ ତାଙ୍କ ବାସଭବନ ରେ ରହିବାକୁ ଅନୁରୁଧ କରିଥିଲେ । ଉଭୟ ପକ୍ଷ ଶୁଣିବା ପରେ ଅଦାଲତ ରାୟ ସରଙ୍ଖିତ ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବର୍ଷା ଏହି ଘଟଣା ରେ ଭରଣ ପୂଷଣ ଲାଗି ମାଗିଥିବା ଅର୍ଥ ରାଶି ପାଇଁ କଟକ sdgm କୋର୍ଟ ରେ ଆବେଦନ କରିଥିଲେ । ମାମଲା ର ଶୁଣାଣି ପରେ ଅଦାଲତ ଆପୋଷ ବୁଝାମଣା କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ କଣ ଆପଣ ଙ୍କୁ ଲାଗୁଛି ଏକାଠି ହେବେ ଅନୁଭବ ଆଉ ବର୍ଷା । 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *