ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଓଡ଼ିଆ ସିନେ ଜଗତ ର ସୁପର ହିଟ୍ ଯୋଡି ବର୍ଷା ଆଉ ଅନୁଭବ ଙ୍କ ବିଷୟ ରେ ଏକ ଦମଦାର ଖବର ନେଇ ଆସିଚୁ । ଖବର ଟି କୁ ସବିଶେଷ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।
ଓଡ଼ିଆ ସିନେ ଷ୍ଟାର୍ ଅନୁଭବ ଏବଂ ବର୍ଷା ଙ୍କ ବିବାଦ ଆଉ ଏକ ନୂଆ ମୁଡ ନେଇଛି । ଯାହାକି ପାରିବାରିକ କଲହଳ କୁ ନେଇ କେନ୍ଦ୍ରାପଡ଼ା ସାଂସଦ ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନର ଙ୍କ ଦ୍ବାରସ୍ଥ ହେଇଛନ୍ତି । ତେବେ ଡିସେମ୍ବର 9 ରେ ବର୍ଷା ପୁରୀ ଘାଟ ଥାନା ରେ ଏକ ମାମଲା ରୁଜୁ କରିଥିଲେ ଯେକୀ ସୋସିଆଲ ମିଡ଼ିଆ ରେ ତାଙ୍କ ନା ରେ ହେଉଥିବା କୁ ପ୍ରଚାର ଓ ଖରାପ୍ ମନ୍ତବ୍ୟ ପାଇଁ । ଏଇଠି ପାଇଁ ସଂପୃକ୍ତ ଵେକ୍ତୀ ଙ୍କୁ ଗିରଫଦାରୀ କରିବା ପାଇଁ ଦାବି କରିଥିଲେ ।
ଅନ୍ୟ ପଟେ ଅନୁଭବ ଆଉ ବର୍ଷା ଙ୍କ ବିବାଦ ରେ ସାମ୍ନା କୁ ସାମ୍ବାଦିକା ଜାଗୃତି ଶୁକ୍ଳା ଙ୍କ ବୟାନ ଆସିଚି । ଜାଗୃତି କହି ଥିଲେ ବର୍ଷା ଆଉ ଅନୁଭବ ଙ୍କ ବିବାଦ ତାଙ୍କର ବେକ୍ତି ଗତ । ମତେ ତାହା ଭିତରକୁ ଟାଣ ନ ଯାଉ ।ସେ ମଧ୍ୟ କହିଥିଲେ ଅନୁଭବ ମୋର ଜଣେ ଭଲ ବନ୍ଧୁ । ସୋସିଆଲ ମିଡ଼ିଆ ରେ ଜାଗୃତି ଙ୍କୁ ବହୁତ୍ ଟ୍ରଲର କାରା ଯାଇଥିଲା ଆଉ କୁ ନେଇ ଜାଗୃତି କହିଥିଲେ । ଏମାନେ ହେଲେ ବର୍ଷା ଙ୍କ ପ୍ରଶଂସକ ଏଥି ପାଇଁ ମତେ ଏହା ଭିତର କୁ ଟାଣ ଯାଉଚି ।ଏବଂ ଆସିଲ ମନ୍ତବ୍ୟ ମଧ୍ୟ ଦିଆ ଯାଇଛି ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।