ଅନୁଭବ ବର୍ଷା ଙ୍କ ହେଲା କୌର୍ଟ ଶୁଣାଣି ! ଯାଣନ୍ତୁ କଣ ଦେଲା କୌର୍ଟ ରାୟ ….

ନମସ୍କାର ଅନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଅନୁଭଵ ଓ ବର୍ଷା ଙ୍କ ବିବାଦର ଶୁଣାଣି ବିଷୟରେ । ଆପଣ ଏହି ଖବର କୁ ମୂଳରୁ ସେସ ପର୍ଯନ୍ତ ପଢିଲେ ସମ୍ପୂର୍ଣ ଖବର ଟି କୁ ବୁଝି ପାରିବେ ।

ବହୁ ଚର୍ଚ୍ଚିତ ବର୍ଷା ଓ ଅନୁଭବ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଯୋଡି । ବିଗତ କିଛି ଦିନ ତଳୁ ବର୍ଷା ଓ ଅନୁଭଵ ଙ୍କ ବିବାଦ ଆରମ୍ଭ ହୋଇଛି ଏହାକୁ ନେଇ ଅପର୍ଯନ୍ତ କୌଣସି ସେସ ଶୁଣାଣି ହୋଇପାରିନାହିଁ । କିଛିଦିନ ତଳେ ବର୍ଷା ଓ ତାଙ୍କ ପରିବାର ଲୋକେ କଥା ହଉଥିବା ର ଅଡିଓ ଭାଇରଲ ହୋଇଥିଲା । ଏହାପରେ ବର୍ଷା ଙ୍କ ପାଇଁ ଅଡ଼ୁଆ ବଢିଥିଲା ଅନୁଭଵ ସେପଟେ ବର୍ଷା ଙ୍କୁ ଘରୁ ତଡି ଦେବା କଥା ଥାନା ରେ ପହଞ୍ଚିଥିଲା ….ଏବେ

କୌର୍ଟ ଶୁଣାଣି କରିଛି ଯେ ବର୍ଷା ଓ ଅନୁଭଵ ଓକିଲ ଦୁପକ୍ଷୀକ ଭାବରେ କଥା ହୋଇ ଅନୁଭଵ ବର୍ଷା ଙ୍କ ମତାମତ ଆଣି ଆଗକୁ ଥିବା କୌର୍ଟ ତାରିଖରେ ପେସ କରାଯାଉ । ଏହା ପରେ କୌର୍ଟ ଏହା ଉପରେ ବିଚାର ଆରମ୍ଭ କରିବ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *