ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଅନୁଭବ ବର୍ଷା ଅନୁଭବ ବର୍ଷା ମଧ୍ୟରେ ଲାଗିଥିବା ବିବାଦ କୁ ନେଇ ଆଜି ଅନୁଭବ ମହାନ୍ତି କୋର୍ଟ ରେ ହାଜର ହେବା ସହ ତାଙ୍କ ର ପକ୍ଷ ରଖିଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଅନୁଭବ ମହାନ୍ତି ବର୍ଷା ଙ୍କ ବିବାଦ ବର୍ତ୍ତମାନ ହାଟ ରେ ପଡି ଦାଣ୍ଡ ରେ ଗଡ଼ିଲାଣି । ତେବେ କିଛିଦିନ ତଳେ ବର୍ଷା ଅନୁଭବ କୁ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବର୍ଷା ଅନୁଭବ ଙ୍କ ନାଁ ରେ କଟକ ପୁରିଘାଟ ଥାନା ରେ ଏକ ଏତଲା ଦେଇଥିଲେ । ଯାହାକୁ ନେଇ କଟକ ଏସ,ଡ଼ି, ଜି,ଏମ କୋର୍ଟ ପକ୍ଷ ରୁ ଅନୁଭବ ଙ୍କ ପାଖ କୁ ଏକ ନୋଟିସ ଯାଇଥିଲା ।
ଯାହାକୁ ନେଇ ଆଜି ଅନୁଭବ ମହାନ୍ତି ଏସ,ଡ଼ି,ଜି,ଏମ କୋର୍ଟ ରେ ହାଜର ହୋଇଥିଲେ । ଏବଂ ତାଙ୍କ ପକ୍ଷ ରଖିଥିଲେ । ଯାହାକୁ ନେଇ ସେ ମିଡ଼ିଆ ଆଗରେ ପ୍ରକାଶ କରିବା ସହ । ସେ ଆହୁରି ମଧ୍ୟ କହିଛନ୍ତି କି ଯିଏ ସତ ରେ ଅଛି ସେ ନ୍ୟାୟ ପାଉ ଏବଂ ଯିଏ ଭୁଲ କରୁଛି ସେ ଦଣ୍ଡ ପାଉ । ଏବଂ ନିସ୍ଚୟ ସତ୍ୟ ର ବିଜୟ ହେବ ଏହା ମଧ୍ୟ ସେ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।