ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅନୁଭବ ମହାନ୍ତି ଙ୍କ ଭାଉଜ ଙ୍କ ବିଷୟରେ । ତେଵେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଦେଖିଥିବେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ପରିବାର କୁ ମିଡ଼ିଆ ରେ ।
କିନ୍ତୁ କଣ ଆପଣ କେବେ ମିଡ଼ିଆ ରେ ତାଙ୍କ ଭାଉଜ କୁ ଦେଖିଛନ୍ତି କି । ଆପଣ ଙ୍କ ଉତ୍ତର ନିଶ୍ଚିତ ନାଁ ଆସିବ । ତେବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବାପା ,ମା ଏବଂ ତାଙ୍କ ଭାଇ ଆହୁରି ମଧ୍ୟ ତାଙ୍କ ଝିଆରୀ ଅଭିସାରିକା କୁ ମଧ୍ୟ ଦେଖିଥିବେ । ସେହିଭଳି ସ୍ଥଳେ ଆପଣ କେବେ ତାଙ୍କ ଭାଉଜ ଙ୍କୁ ଦେଖି ନଥିବେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଅନୁଭବ ଙ୍କ ର ଭାଇ ହେଉଛନ୍ତି ଅନୁପ୍ରାସ ମହାନ୍ତି । ଅନୁପ୍ରାସ ମହାନ୍ତି ଙ୍କ ର ସ୍ତ୍ରୀ ହେଉଛନ୍ତି ପ୍ରେରଣା ମହାନ୍ତି ।
ପ୍ରେରଣା ଜଣେ ହୋମ ମେକର ବା ହୋମ ଡିଜାଇନର ଭାବେ କାମ କରନ୍ତି । ସେ ସର୍ବଦା ପରଦା ବା କ୍ୟାମେରା ଠାରୁ ଦୂରରେ ରୁହନ୍ତି । ସେଥିପାଇଁ ତାଙ୍କୁ କେବେବି କୌଣସି ସ୍ଥାନରେ କ୍ୟାମେରା ଆଗରେ ଦେଖିବାକୁ ମିଳେନା । ଅନୁଭବ ମହାନ୍ତି ଙ୍କ ର ବଡ ଭାଉଜ ହେଉଛନ୍ତି ପ୍ରେରଣା ମହାନ୍ତି । ତେବେ ପ୍ରେରଣା ମଧ୍ୟ ବର୍ଷାଙ୍କ ଠାରୁ କମ ସୁନ୍ଦରୀ ନୁହନ୍ତି ସେ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।
ଲୋକମାନେ କହୁଛନ୍ତି କି ବର୍ଷାଙ୍କ ଠାରୁ ବେଶି ସୁନ୍ଦର ହେଉଛନ୍ତି ପ୍ରେରଣା । ତେବେ ଏମିତି କିଛି କଥା ଶୁଣିବା ପରେ ଏବେ ପ୍ରେରଣା ଙ୍କ ର ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରେରଣା ଙ୍କ ର ଏକ କୁନି ଝିଅ ମଧ୍ୟ ରହିଛି ଯାହାର ନାମ ହେଉଛି ଅଭିସାରିକା ମହାନ୍ତି । ଅଭିସାରିକା ଙ୍କୁ ଆପଣ ମାନେ ଜାଣିଥିବେ କାହିଁକିନା ଅଭିସାରିକା ଙ୍କୁ ଅନୁଭବ ଧରି ତାଙ୍କ ର ଇନଷ୍ଟାଗ୍ରାମ ରେ ବହୁତ ଫଟୋ ପୋଷ୍ଟ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।