ଅନୁଭଵ ଓ ଜାଗୃତି ଶୁକ୍ଳା ଙ୍କ ସମ୍ପର୍କ ରେ ଆସିଲା ସତ୍ୟ । ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର କୁ ଆଜି ଆମେ ଜାଣିବା ବହୁଚର୍ଚିତ ଅନୁଭଵ ଓ ଦିଲ୍ଲୀ ର ଜାଗୃତି ଶୁକ୍ଳା ଙ୍କ ସମ୍ପର୍କ ବିଷୟରେ । ଏହି ଖବର ଟି ମୂଳରୁ ସେସ ପର୍ଯନ୍ତ ପଢିଲେ ଆପଣ ଜାଣିପାରିବେ ।

ଅନୁଭଵ ଓଡ଼ିଆ ସିନେ ଜଗତର ନ.୧ ସୁପରଷ୍ଟାର ଯୋଡି ବର୍ଷା ଅନୁଭଵ । ଜେବେଠାରୁ ଅନୁଭଵ ବର୍ଷା ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହେଇଛି ସେବେଠୁ ଦୁଇ ଜଣ ଚର୍ଚା ରେ ଏହା ମଧ୍ୟ ରେ ଅନୁଭଵ ଙ୍କ ର ଦିଲ୍ଲୀ ର ରିପୋର୍ଟର ବା ଲେଖକ ଜାଗୃତି ମିଶ୍ର ନ୍କ ସମ୍ପର୍କ କୁ ନେଇ । ଆମେ ଆଜି କହିବୁ ଆପଣଙ୍କୁ ଅନୁଭଵ ଓ ଜାଗୃତି କଣ ସମ୍ପର୍କ ଓ ଦିଲ୍ଲୀ ରେ କେମିତି ହେଲା ସମ୍ପର୍କ ଆସନ୍ତୁ ଜାଣିବା…

ଜାଗୃତି ମିଶ୍ର ଜଣେ ଲେଖକ ଓ ରିପୋର୍ଟର ସେ ଅନୁଭଵ ଙ୍କ ଇପରେ ଏକ ବାଓଗ୍ରାଫି ଷ୍ଟୋରୀ ଲେଖିଛନ୍ତି । ସେହି ଷ୍ଟୋରୀ କୁ ଦେଖିଲା ପରେ ଅନୁଭଵ ଜାଗୃତି ଶୁକ୍ଳା ଙ୍କ ଉପରେ ବହୁତ ଖୁସି ହୋଇ ଯାଇଥିଲେ ଓ ଏହା ପରେ ପରେ ଅନୁଭଵ ଓ ଜାଗୃତି ଶୁକ୍ଳା ଙ୍କ ସମ୍ପର୍କ ବହୁତ ନିବିଡ ହେଇ ଯାଇଥିଲା । ଅନୁଭଵ ଜାଗୃତି ଶୁକ୍ଳା ଙ୍କ ଫୋଟୋ ରେ କମେଣ୍ଟ ରେ ବହୁତ ପ୍ରଶଂସା କରନ୍ତି ଏହାକୁ କିଛି ଲୋକ ଅନୁଭଵ ଙ୍କ ର ଜାଗୃତି ଙ୍କ ସହ ପ୍ରେମ ସମ୍ପର୍କ ଥିବାର ଚର୍ଚ୍ଚା କରୁଛନ୍ତି । ଏହି ସମ୍ପର୍କ ବିଷୟରେ ଅନୁଭଵ ମୁଁହ ଖୋଲିନାହାନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *