ଅନୁଭଵ ଙ୍କ ଘରେ ବର୍ଷା ଏହିଭଳି ଭାବେ ରୁହନ୍ତି  । ଦେଖନ୍ତୁ ସେଠାରେ ସେ କଣ କରନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ଷା ପ୍ରିୟଦର୍ଶୀନୀ ଙ୍କ କିଭଳି ଭାବେ ନିଜ ଶାଶୁ ଘରେ ଚଳନ୍ତି ,ସେଠାରେ ସେ କଣ କରିଥାନ୍ତି ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଏକ ଦିନ ଥିଲା ବର୍ଷା ଏବଂ ଅନୁଭବ ଙ୍କ ଯୋଡି ସାରା ରାଜ୍ୟ ର ସିନେ ପ୍ରେମୀ ମାନଙ୍କ ହୃଦୟ ରେ ଏକ ସ୍ଥାନ ସୃଷ୍ଟି କରିଥିଲା । ଦର୍ଶକ ମାନେ ମାର୍କେଟ କୁ ଆସିଥିବା ବର୍ଷା-ଅନୁଭବ ଙ୍କ ସମସ୍ତ ଚଳଚିତ୍ର କୁ ଦେଖିବା ପାଇଁ ଭିଡ଼ ଲଗାଉଥିଲେ । ତେବେ ଵର୍ତମାନ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ବୃଦ୍ଧି ପାଇବା ରେ ଲାଗିଛି ଏହି ଭିତରେ ବର୍ଷା ଏକ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

 

ଯେଉଁଥିରେ ସେ ସକାଳୁ ଉଠି ନିଜ ରୁମ କୁ ସଫା କରିବା ସହ , ରୋଷେଇ କରୁଛନ୍ତି । ଆନୁଭଵ ଙ୍କ ଭାଇ ଅନୁପ୍ରାସ ଏବଂ ତାଙ୍କ ଭାଉଜ ପ୍ରେରଣା ଙ୍କ ଝିଅ ସହିତ ମଧ୍ୟ ସେ ଖେଳୁଛନ୍ତି । ଏବଂ ରୋଷେଇ ଘର ସଫା କରିବା ସହ ଠାକୁର ପୂଜା ମଧ୍ୟ ସେ କାରୁଥିବାର । ସେହି ଭିଡିଓ ରୁ ଦେଖିବାକୁ ମିଳୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *