ଅନୁଭଵ ଜାଗୃତି ଫୋଟୋ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହେବାପରେ ଜାଗୃତି ନେଲେ ବଡ଼ ନିଷ୍ପତି କହିଲେ ଅନୁଭଵ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଜାଗୃତି ଏବଂ ବର୍ଷା ଙ୍କୁ ନେଇ ଜୋର ଧରିଥିବା ବିବାଦ ବିଷୟରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଅନୁଭବ ଏବଂ ବର୍ଷା ଙ୍କୁ ନେଇ ଜୋର ଧରିଥିବା ବିବାଦ ବିଷୟରେ ଜାଣିଥିବେ ।

 

 ସେମାନେ ପରସ୍ପର କିଛିଦିନ ତଳେ ଛାଡ଼ପତ୍ର ଦେବାକୁ ନେଇ କଥା ଜୋର ଧରିଥିଲା । ଏହା ପରେ ଅନୁଭବ ମହାନ୍ତି ଙ୍କୁ ନେଇ ଦିଲ୍ଲୀ ର ଜଣେ ଓଡ଼ିଆ ସାମ୍ବାଦିକା ଜାଗୃତି ମିଶ୍ର ଙ୍କ ସହ ବହୁ ବାର କିଛି ଫୋଟୋ ଭାଇରାଲ ହେବାରେ ଲାଗିଲା ।  ଏହା ପରେ ଅନୁଭବ ମଧ୍ୟ ଜାଗୃତି ମିଶ୍ର ଙ୍କ ପ୍ରଶଂସା ନିଜ ସୋସିଆଲ ମିଡ଼ିଆ ରେ କରିବା ଫଳରେ ଜାଗୃତି ଉପରେ ସମସ୍ତଙ୍କ ନଜର ଆସିଥିଲା ।

 

 ତେବେ ଜାଗୃତି ବର୍ତ୍ତମାନ ନିଜ ଫେସବୁକ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାଇଁ କିଛି ଲେଖି ପୋଷ୍ଟ କରିଛନ୍ତି ।ତେବେ ସେ ଲେଖିଛନ୍ତି କି ” ମୁଁ ଜାଗୃତି ଅନୁଭବ ଙ୍କ ଜଣେ ଭଲ ବନ୍ଧୁ ମୋ ନାଁରେ କିଛି ଦିନ ହେବ ଭାଇରାଲ ହେଉଥିବା ଫୋଟୋ ବର୍ଷା କିଛି ମିଛ ସାମ୍ବାଦିକ ମାନଙ୍କୁ ପଇସା ଦେଇ କରୁଛନ୍ତି । ଯାହାକୁ ନେଇ ସେ ପୋଲିସ ଙ୍କ ପାଖରେ କମ୍ପ୍ଲେନ ଦେବେ ଏବଂ ତାଙ୍କ ନାମରେ ହେଉଥିବା ମିଛ ପ୍ରଚାର ର ମୂଳ ଲୋକ ଙ୍କୁ ଶାସ୍ତି ମିଳିବ ବୋଲି ସେ କହିଛନ୍ତି ” ।

କିଛି ଦିନ ହେବ ନିଜ ଓକିଲ ଙ୍କ ସହ ଜାଗୃତି ଏବଂ ଅନୁଭବ ତାଙ୍କ ଚାମ୍ବର ରେ ଥିବା ବେଳେ କେହି ଜଣେ ସେହି ଫୋଟୋ ଉଠାଇ ଭାଇରାଲ କରିଥିଲେ । ଯାହା କୁ ନେଇ ଜାଗୃତି ଏବେ ବହୁ ଅପପ୍ରଚାର ର ଶିକାର ହେଉଛନ୍ତି। ସେ ସେ ବିଷୟ ରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚା ର ତଥ୍ୟ ପାଲଟିଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *