ଅନୁଭଵ ମହାନ୍ତି ଏତେ ସମ୍ପତି ର ମାଲିକ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ କ୍ୟାରିଅର ଏବଂ ପରିବାର ସମ୍ପର୍କ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଅନୁଭବ ମହାନ୍ତି ଙ୍କ ଜନ୍ମ ୨୪ ଡିସେମ୍ବର ୧୯୮୧ । 

 

ବର୍ତ୍ତମାନ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଥିବା ଘରୋଇ କଳହ ଦାଣ୍ଡ ରେ ପଡି ବାଟ ରେ ଗଡ଼ିଲାଣି । ତେବେ ଅନୁଭବ କଟକ ରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳୁ ଆକ୍ଟିଙ୍ଗ କରିବାର ସଉକ ଥିଲା । ସେ ୨୦୦୪ ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ‘I love you ‘. ଫିଲ୍ମ ଜରିଆରେ ପାଦ ଦେଇଥିଲେ । ସେ ନିଜର  ଆକ୍ଟିଙ୍ଗ ଏବଂ ଡ୍ୟାନ୍ସ ଜରିଆରେ ଲୋକ ମାନଙ୍କ ଅତି ନିଜର ହେବା ସହ ଆଗ ଧାଡି ର କଳାକାର ମାନଙ୍କ ମଧ୍ୟରେ ସେ ରହୁଥିଲେ । ସେ ଥରେ ରାଜ୍ୟସଭା ଏବଂ ୨୦୧୯ ରେ କେନ୍ଦ୍ରାପଡା ଲୋକସଭା ଆସନ ରୁ ବିଜେଡି ର ପ୍ରାଥି ହୋଇ ବିଜୟ ହାସଲ କରିଥିଲେ ।ବର୍ତ୍ତମାନ ସେ କେନ୍ଦ୍ରାପଡା ର MP ଅଛନ୍ତି  ।

 

ତାଙ୍କର ଗୋଟିଏ ପ୍ରଡକ୍ସନ ହାଉସ ମଧ୍ୟ ଅଛି ଯାହାର ନାମ ‘ବିଷ୍ଣୁ ପ୍ରିୟା ପ୍ରଡକ୍ସନ’ ଯାହାର ମୂଲ୍ୟ ପାଖା ପାଖି ୨ କୋଟି ଟଙ୍କା । ସେହିଭଳି ତାଙ୍କ ପାଖରେ ବହୁତ ନାମୀ ଦାମୀ କାର ମଧ୍ୟ ଅଛି । ଫୋର୍ଡ ଭଳି ଅନେକ ଦାମୀ କାର ଏବଂ ବାଇକ ରଖିବାକୁ ସେ ପସନ୍ଦ କରନ୍ତି । ବର୍ତ୍ତମାନ ପାଖା ପାଖି ସେ ୨୦ କୋଟି ଟଙ୍କା ସମ୍ପତି ର ମାଲିକ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *