ଅପରାଜିତା ଙ୍କୁ ମିଳିଗଲା ବଡ଼ ଦାଇତ୍ୱ ଏବେ ଭୁବେନେଶ୍ୱର ନୁହେଁ ପୁରା ଓଡିଶା ବାସୀଙ୍କ କଥା ବୁଝିବେ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ ଆପଣ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ର ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ ଜେକି ଜଣେ ଭାରତୀୟ ଜନତା ପାର୍ଟି ର ହେବି ୱେଟ୍ ନେତା । ଏବଂ ତାଙ୍କୁ ବହୁ ଦାୟିତ୍ଵ ମଧ୍ୟ ଦିଆ ଯାଇଛି ସେ ସବୁ ଦାୟିତ୍ଵ ଭଲ ଭାବେ ତୁଲାନ୍ତି କିନ୍ତୁ ଏବେ ଏବେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଆଉ ୩ ଟି ବଡ ଦାୟିତ୍ଵ ଦିଆ ଯାଇଛି ଏହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ବନ୍ଧୁଗଣ ଆପଣ ଜାଣିଛନ୍ତି ଆମ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଥିଲେ ଏବଂ ସେ ଦାୟିତ୍ଵ ବାନ୍ ଅଫିସର ଥିଲେ ଏବଂ ସେ ଯେତେବେଳେ ଭାରତୀୟ ଜନତା ପାର୍ଟି ରେ ଯୋଗେଦେଲେ ପାର୍ଟି ତାଙ୍କୁ ଜଉ କାମ ଦେଇଛି ସେ ଭଲ ଭାବେ ସମ୍ପାଦନା କରନ୍ତି ଏହାକୁ ଆଖିରେ ରଖି ପାର୍ଟି ତାଙ୍କୁ ଆଉ ୩ ଟି ଗୁରୁ ଦାୟିତ୍ଵ ଦେଇଛନ୍ତି । ପୂର୍ବ ରୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ଵ ଦିଆ ଯାଇଥିବା ବେଳେ ଏବେ ୩ ଟି ଜାଗାରେ ମିଡ଼ିଆ ପ୍ରଭାରୀ ଦାୟିତ୍ଵ ଦିଆ ଯାଇଛି ।

 

ଓଡ଼ିଶା ,ଆଣ୍ଡମାନ ନିକୁବର୍ , ଏବଂ ପଣ୍ଡିଚେରୀ ରେ କେନ୍ଦ୍ର ବିଜେପି ଦ୍ଵାରା ମିଡ଼ିଆ ପ୍ରଭାରୀ ନିଯୁକ୍ତି ଦିଆ ଯାଇଛି । ଏହି ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ୍ ଖୁସି ରେ ଅଛନ୍ତି । ରାଜ୍ୟ ରେ ଆଗାମୀ ବିଜେପି ର ମୁଖିଆ ଚେହେରା ଭାବେ ଲୋକ ଆଲୋଚନା କରୁଥିବା ବେଳେ କେନ୍ଦ୍ର ତାଙ୍କୁ ଆହୁରି ସମ୍ମାନ ଜନକ ଦାୟିତ୍ଵ ଦେଇ ତାଙ୍କୁ ଆହୁରି ଆଗକୁ ବଢ଼ାଇବା କୁ ସହାୟକ କରୁଛନ୍ତି । ଯାହା ଜଣା ପଡୁଛି ଆଗାମୀ ଦିନରେ ଓଡ଼ିଶା ବିଜେପି ର ମଙ୍ଗ ଅପରାଜିତା ଷଡ଼ଙ୍ଗୀ ଧରିପାରନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *