ଅଭ୍ୟାସ ବେଳେ ଜଳିଲେ ଭାରତୀୟ ଯବାନ । ତାପରେ କଣ ହେଲା ଦେଖ ଏହି ଭୟଙ୍କର ଭିଡ଼ିଓ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର କୁ ଆଜି ଆମେ ଦେଖିବା ଆସନ୍ତୁ ଭାରତ ର ଯବାନ ଙ୍କ ଦେହରେ ଅଭ୍ୟାସ ବେଳେ ଲାଗିଲା ନିଆଁ । ଆସନ୍ତୁ ଜାଣିବା କେମିତି ଓ କାହିଁକି ଲାଗିଲା । ଆପଣ ଏହି ଖବର କୁ ସମ୍ପୂର୍ଣ ରୂପେ ପଢିଲେ ପୁରା ବିଷୟ ବୁଝି ପାରିବେ ….

ଏ ଯେଉଁ ଭିଡ଼ିଓ ଆପଣ ଦେଖିବେ ଏହି ଭିଡ଼ିଓ ଟି ଆମ ଭାରତ ର ଜଣେ ଯବାନ ଙ୍କ ର ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଭାରତୀୟ ଯବାନ ମାନେ ଜରୁରୀ କାଳୀନ ଯୁଧ୍ୟ ପାଇଁ ଅଭ୍ୟାସ କରିଥିବା ବେଳେ ଯବାନ ଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଭୟଙ୍କର ଥିଲା କିନ୍ତୁ ନିଆଁ ଲାଗିବା ପରେ ଯବାନ ଦୋୖଡି ଅଭ୍ୟାସ ଏରିଆ ଛାଡି ପଡିଆ ଆଡକୁ ପଳେଇ ଆସିଥିଲେ ଓ ନିଜ ଦେହରେ ଥିବା ପୋଷକକୁ ଓଲ୍ହାଇ ଦେଇଥିଲେ ଓ ପାଖରେ ଥିବା ଅନ୍ୟ ଯବାନ ମାନେ ଏହି ନିଆଁ କୁ ଲିଭାବରେ ସାହାଯ୍ୟ କରିଥିଲେ ଓ ସଂଗେ ସଂଗେ ତାଙ୍କୁ ମେଡିକାଲ ନେଇଯାଇଥିଲେ ଆସନ୍ତୁ ଦେଖିବା ଏହି ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

 

Leave a Reply

Your email address will not be published. Required fields are marked *