ଅମ୍ଳାନ କହିଦେଲେ ଏହି ବଡ କଥା ତାଙ୍କ ସ୍ତ୍ରୀ ଭୂମିକା ବିଷୟରେ କହିଲେ ଭୂମିକା ର ମୋର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ। ଜଣେ ଓଲିଉଡ ଅଭିନେତା ଙ୍କ ସ୍ତ୍ରୀ ମହାନଦୀ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଜି ଆମେ ସେହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା ସେହି ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏହି ପୋଷ୍ଟ ଟି କୁ ସମ୍ପୂର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜଣାନ୍ତୁ କଣ ହୋଇଛି ପ୍ରକୃତ ଘଟଣା ।

 

ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ବିଷୟ ଆଉ ଜାଣିବା । ସେହି ଆତ୍ମହତ୍ୟା ବିଷୟରେ । ଆପଣ ମାନେ ଭଲ ଭାବରେ ଜାଣି ଥିବେ ଓଲିଉଡ ଅଭିନେତା ଅମ୍ଳାନ ଙ୍କୁ ମିହିର ଦାସ ଙ୍କ ପୁଅ ଅମ୍ଳାନ। ସେହି ଅଭି ନେତା ଅମ୍ଳାନ ଙ୍କ ସ୍ତ୍ରୀ ଭୂମିକା ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।ସେ ବାହା ହେବାର ବର୍ଷ ଟିଏ ବି ହୋଇନାହିଁ ।  ଆଉ ସେହି ଉଦ୍ୟମ କରୁଥିବା ବେଳେ କିଛି ଲୋକ ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଥିଲେ ଆଉ ପୋଲିସ ଆସି ତାଙ୍କୁ ନେଇ ଥିଲା ଆଉ ଡାକ୍ତର ଙ୍କ ସାହଯ୍ୟ ରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରା ଯାଇଥିଲେ । ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କ ଆଣିବାକୁ ଗଲେ ଅଭିନେତା ଅମ୍ଲାନ । ମଧୁସୂଦନ ପୋଲ ସିଡିଏ ଠାରେ ସ୍କୁଟି ରଖି ନଦୀକୁ ଡେଇଁ ଥିଲେ ।  ସଂଗେ ସଙ୍ଗେ ଲୋକ ଘେରିଯାଇଥିଲେ ପୋଲିସ ଆସି ଉଦ୍ଧାର କରିଥିଲେ ଏବେ ସେ ଠିକ ଅଛନ୍ତି । ଅମ୍ଳାନ ଏବେ ତାଙ୍କୁ ଘରକୁ ନେଇ ଯାଇଛନ୍ତି ।

ଆଉ ସେ ଦୁଇ ଜଣ ଏହି ଘଟଣା ବିଷୟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ଅମ୍ଲାନ । ମିଡ଼ିଆ ଵାଲା ଯେତେବେଳେ ଅମ୍ଳାନ ଙ୍କୁ ପଚାରି ଥିଲେ କାହିଁକ  ଆପଣଙ୍କ ସ୍ତ୍ରୀ ଡେଇଁଲେ ନଦୀ କୁ ଅମ୍ଳାନ କହିଛନ୍ତି ସେ ନଦୀକୁ ଦୀପାବଳି ରେ ଘରେ ପୂଜା ହୋଇଥିବା ଜିନିଷ ଓ ଦୀପ ଫପାଡିବାକୁ ଯାଇଥିଲେ ସେ ନଦୀକୁ ପକେଇବାକୁ ଯାଇଥିଲା ମୁଁ ଗାଡି ଭିତରେ ବସିଥିଲି । ଅମ୍ଳାନ ତାଙ୍କ ସ୍ତ୍ରୀ ଭୂମିକା ବିଷୟରେ କହିଛନ୍ତି ସେ  ଭୂମିକା ବହୁତ ଭଲ ପିଲା । ମୁଁ ତାକୁ ପିଲାଦିନୁ ଭଲ ପାଉଥିଲି ଓ ବିବାହ କରିଥିଲି ବର୍ଷେ ହୋଇନି ଆମ ଭିତରେ ସେମିତି କିଛି ନାହିଁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *