ଅମ୍ଳାନ ଙ୍କ ଫିଲ୍ମ ସୁଟିଂ ସେଟ ରେ ପହଁଚିଲେ ପତ୍ନୀ ଭୂମିକା ଏହା ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଆକ୍ଟର ଅମ୍ଳାନ ଙ୍କ ଫିଲ୍ମ ସୁଟିଂ ସମୟରେ ତାଙ୍କ ପତ୍ନୀ ପହଞ୍ଚିବା ପରେ ସେଠାରେ ଯାହା ହେଲା ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଅମ୍ଳାନ ଙ୍କୁ ତ ଭଲ ଭାବେ ଜାଣିଥିବେ । ଆପଣ ତାଙ୍କୁ ଯେତେ ଭଲ ରେ ଜାଣି ନଥିବେ ତାଙ୍କ ବାପା ମିହିର ଦାସ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ ପତ୍ନୀ ଙ୍କୁ ବି ଆପଣ ମାନେ ଜାଣିଥିବେ ଯିଏକି କିଛିଦିନ ତଳେ ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲେ ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା । 

 

ତେବେ ସେ ଅମ୍ଳାନ ଙ୍କ ଆଗାମୀ ଫିଲ୍ମ ‘ଗୁପଚୁପ’ ର ସୁଟିଂ ସେଟ କୁ ଆସି ପହଁଚି ଯାଇଥିଲେ ଭୂମିକା ଏବଂ ସେ ସମୟରେ ସେ ଆକ୍ସନ ସିନ ସୁଟିଂ ରେ ବ୍ୟସ୍ତ ଥିଲେ । ଯାହା କୁ ଦେଖି ସେ ଆଶ୍ଚଜ୍ୟ ହୋଇଯିବା ସହ ସେ କିଭଳି ଭାବେ ଏଭଳି ଆକ୍ସନ କରିପାରନ୍ତି ସେ ବିଷୟରେ ପଚାରିଲେ । ଯାହାର ଉତ୍ତର ଦେଇ ଅମ୍ଳାନ କହିଥିଲେ କି ଏ ସବୁ ମୁଁ ତମ ଠାରୁ ଶିଖିଛି । ଯାହାକୁ ନେଇ ସେଟ ରେ ଏକ ଖୁସି ର ମାହୋଲ ବନି ଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *