ଅର୍ଚିତା କହିଲେ ମୁ ଯଦି ବହା ହେବି ତାହେଲେ ଏହି ପୁଅ କୁ ହିଁ ବହାହେବି ନହେଲେ ମୁଁ ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅର୍ଚ୍ଚିତା ଙ୍କ ବିଷୟରେ ତାଙ୍କ ଜୀବନ ରେ ସେ ଗତି କରିଥିବା ଉଥାନ ପତନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଅର୍ଚ୍ଚିତା ସାହୁ ଓଡ଼ିଶାର ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ।  ସେ ଡିଏମ ସ୍କୁଲରୁ ଏବଂ ବିଟେକ୍ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ।  ସେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଯିଏକି ଓଡ଼ିଶୀ ନୃତ୍ୟରେ ଜାତୀୟ ସ୍କଲାରସିପ୍ ଜିତିଛନ୍ତି ।  2004 ରେ, ସେ ମିସ୍ କଲିଙ୍ଗା ମୁକୁଟ ପିନ୍ଧିଥିଲେ ।  ତାଙ୍କର ପ୍ରଥମ ଓଡିଆ ଚଳଚ୍ଚିତ୍ର ହେଉଛି ଓ ମାଇଁ ଲଭ୍, ଯାହା 2005 ରେ ମୁକ୍ତିଲାଭ କରିଥିଲା ।

 

   ସେ ବର୍ତ୍ତମାନ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚିତ ହୋଇଛନ୍ତି ।  ଅଭିନୟ ବ୍ୟତୀତ ସେ ମଡେଲିଂ ଏବଂ ସାମାଜିକ କାର୍ଯ୍ୟରେ କରିବାକୁ ଭଲ ପାଆନ୍ତି । ସଭ୍ୟସାଚୀ ଙ୍କ ସହ ତାଙ୍କର ଯୋଡି କୁ ଓଡିଶା ର ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ତେବେ ସଭ୍ୟସାଚୀ ଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ଅର୍ଚ୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମ୍ୟାରେଜ କରିନାହାନ୍ତି । ତେବେ ଆଗକୁ କଣ ହେବ ତାହା ଓଡ଼ିଶା ର ଦର୍ଶକ କହିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *