ଅଷ୍ଟ୍ରେଲିଆ ଅଧିନାୟକ ଙ୍କ କୋହଲି ଙ୍କ ପ୍ରତି ଚାଞ୍ଚଲ୍ୟ ଙ୍କର  ବୟାନ।

ଅଷ୍ଟ୍ରେଲିଆ ଅଧିନାୟକ ଙ୍କ କୋହଲି ଙ୍କ ପ୍ରତି ଚାଞ୍ଚଲ୍ୟ ଙ୍କର  ବୟାନ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଙ୍କ କୋହଲି ଙ୍କ ପାଇଁ ଏକ ବୟାନ  ଯାହା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରି ସାରିଛନ୍ତି । ତେବେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ର ୪ ଟି ଟେଷ୍ଟ ମ୍ୟାଚ ହେବାକୁ ଯାଉଛି । ସେହି ଟେଷ୍ଟ ଦଳ ର କ୍ୟାପଟେନ ଟିମ୍ ପେନ୍ କହିଛନ୍ତି ଯେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଅଷ୍ଟ୍ରେଲୀୟ ମାନଙ୍କ ଭିନ୍ନ ମତ ରହିଛି । ପେନ୍ କହିଛନ୍ତି ଯେ ସେ ପ୍ରତିଦ୍ୱନ୍ଦ୍ୱୀ ଭାବ ରେ ଘୃଣା କରିବାକୁ ପସନ୍ଦ କରନ୍ତି କିନ୍ତୁ ସେହି ସମୟ ରେ ଜଣେ ପ୍ରଶଂସକ ଭାବ ରେ ଖେଳ କୁ ଭଲ ପାଆନ୍ତି ।

 

 ପେନ୍ କହିଛନ୍ତି, “ମୁଁ ତାଙ୍କ ବିଷୟ ରେ ଅନେକ ପ୍ରଶ୍ନ ପଚାରୁଛି, କିନ୍ତୁ ସେ ମୋ ପାଇଁ ଜଣେ ଖେଳାଳି, ମୋର ଅଧିକ ଗୁରୁତ୍ୱ ନାହିଁ । ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ଟସ୍ ସମୟରେ ମୁଁ ତାଙ୍କୁ ଦେଖେ ଏବଂ ତାଙ୍କ ବିପକ୍ଷରେ ଖେଳେ, ଏସବୁ  ” ।  ଆହୁରି ମଧ୍ୟ ପେନ୍ କହିଛନ୍ତି, ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରତିଯୋଗିତା ଅତ୍ୟନ୍ତ ଶକ୍ତିଶାଳୀ । 

 

ଏବଂ ସେ ନିଶ୍ଚିତ ଭାବ ରେ ଜଣେ ପ୍ରତିଯୋଗୀ ବ୍ୟକ୍ତି ଏବଂ ମୁଁ ମଧ୍ୟ ତେଣୁ କିଛି ସମୟ ରେ ଆମ ମଧ୍ୟରେ କିଛି ବିତର୍କ ହୋଇଥିଲା କିନ୍ତୁ ସେ ଅଧିନାୟକ ଥିଲେ ମୁଁ ମଧ୍ୟ ଅଧିନାୟକ ଥିଲି, ଏହା କେହି ବି ଥିଲେ ଏପରି ହୋଇଥାନ୍ତା । 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *