ଆଉ ଯିବାକୁ ପଡ଼ିବନି RTO , ଘରେ ବସି ପାଇ ପାରିବେ ଡ୍ରାଇଭିଂ ଲାଇସେନ୍ସ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ RTO ନଯାଇ ଘରେ ବସି ଡ୍ରାଇଭିଂ ଲାସେସନ୍ସ ପାଇ ପାରିବେ ସେ ବିଷୟରେ କହିବାକୁ ଯାଉଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେତେ ପାଲା ଚାଲିଛି । ସବୁଆଡେ ଲାଇସେନ୍ସ ଙ୍କୁ ନେଇ ଧରା ପକଡା ଚାଲିଛି । ତେବେ ଏହା ଭିତରେ  ଆପଣଙ୍କୁ କହିବାକୁ ଚାହୁଁଛୁ ଯେ । ଲାଇସେନ୍ସ କରିବା ବହୁତ ସହଜ ହୋଇଯାଇଛି । ସରକାର ଙ୍କ ନିୟମ ଅନୁସାରେ ଆପଣ ବର୍ତ୍ତମାନ ଅନଲାଇନ ରେ ଅତି ସହଜ ଏବଂ ସରଳ ଭାବେ ଆପଣଙ୍କର ଘରେ ବସି ଲାଇସେନ୍ସ କୁ ଆପ୍ଲାଏ କରିପାରିବେ ।

ତେବେ ଯଦି ଆପଣଙ୍କ ପାଖରେ ଆପଣଙ୍କ ଆଧାର କାର୍ଡ ଅଛି ଏବଂ ଆପଣଙ୍କୁ ୧୮ ବର୍ଷ ହୋଇଯାଇଛି  ତେବେ ଆପଣ ଡ୍ରାଇଭିଂ ଲାଇସେନ୍ସ ଆପ୍ଲାଏ କରି ପାରିବେ । ଆପଣ privahan.gov.in କୁ ଯାଇ ଆପଣ ଲରନିଙ୍ଗ ଲାଇସେନ୍ସ ଆପ୍ଲାଏ କରିବେ । ଏବଂ ଏହା ପରେ ସେ ଆପଣଙ୍କୁ ପଚାରିଥିବା ପ୍ରଶ୍ନ ର ୬୦% ସଠିକ ଉତ୍ତର ଦେଲେ ଆପଣ ଘରେ ବସି ଲରନିଙ୍ଗ ଲାଇସେନ୍ସ ପାଇ ପାରିବେ । ଏହା ସହ ଯଦି ଆପଣ ଆପଣଙ୍କ ର ଡ୍ରାଇଭିଂ ଲାଇସେନ୍ସ ରିନୁଆଲ,କିମ୍ବା ଲାଇସେନ୍ସ ର କିଛି ଅପଟୁଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଆଧାର କାର୍ଡ ବ୍ୟବହାର କରି ଘରେ ବସି କରିପାରିବେ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *