ଆଉ ୧୦ ଟାରୁ ୪ ନୁହେଁ । ବଦଳିଲା ସ୍କୁଲ ଖୋଲିବା ସମୟ । ସରସ୍ୱତୀ ପୂଜା ପରେ ଖୋଲିପାରେ ସ୍କୁଲ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍କୁଲ ଖୋଲିବା ର ସମୟ କେଉଁଦିନ ସ୍କୁଲ ଖୋଲିପାରେ ଏବଂ କେତେବେଳେ ପିଲାଙ୍କ କ୍ଲାସ ହେବ ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଆପଣ ମାନଙ୍କୁ କହିଦେବାକୁ ଯାଉଛି ଯେ ସ୍କୁଲ ଖୋଲିବା ବିଷୟରେ । ତେବେ ଦୀର୍ଘ ୧୦ ମାସ ଧରି ସ୍କୁଲ ବନ୍ଦ ହୋଇ ଯାଇଛି । ତେବେ ପିଲା ମାନଙ୍କ ପାଠ ପଢ଼ାରେ ହେଉଛି ବହୁତ ଅସୁବିଧା । ତେବେ ଏହି ଅସୁବିଧା ସତ୍ତ୍ୱେ ମଧ୍ୟ ପିଲା ମାନେ ଅନଲାଇନ ସାହାଯ୍ୟରେ ପାଠ ପଢୁଥିଲେ । ତେବେ ଏହା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା । 

 

ସେଥିପାଇଁ ସରକାର ନିଷ୍ପତ୍ତି ନେଇଛି ଯେ ସରସ୍ୱତୀ ପୂଜା ପରେ ସ୍କୁଲ ଏବଂ କଲେଜ ଖୋଲିପାରେ । ତେବେ ବର୍ତ୍ତମାନ ସ୍କୁଲ ର ସମୟ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଦେଖାଯାଉଛି । ତେବେ ପିଲାଙ୍କ ସମ୍ପୂର୍ଣ୍ଣ କ୍ଲାସ ର ଆରମ୍ଭ ୧୦ ଟାରୁ ନହୋଇ ସକାଳ ୮ ରୁ ହୋଇ ପାରେ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *