ଆଏସା ଙ୍କ ଚିଠି ପଢିଲା ପରେ କୌର୍ଟ ସାରା ଲୋକ ସମସ୍ତେ କାନ୍ଦି ଉଠିଲେ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆମ ଖବର ରେ ଏମିତି ଏକ ଖବର କହିବୁ ଯାହାକି ଆୟାସା ଙ୍କ ଚିଠି ରେ କଣ ଲେଖା ଯାଇଥିଲା ଯାହା କୋର୍ଟ ରେ ପଢିବା ପରେ ଲୋକେ କନ୍ଧି ପକେଇଥିଲେ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ଅହଙ୍ଗବାଦ ର ଆୟସା ଙ୍କ ଆତ୍ମହତ୍ୟା ର ଖବର ସାମ୍ନା କୁ ଆସିଥିଲା ଯାହା କିି ଏହା ରହସ୍ୟଜନକ ଆତ୍ମହତ୍ୟା ଥିଲା । ଯାହାକୁ ଜାଣିବା ପାଇଁ ସମସ୍ତେ ଚାହିଁ ବସିଥିଲେ । କିନ୍ତୁ ଯେତେବେଳେ ଏହି ଘଟଣା ର ଯାଞ୍ଚ ପୋଲିସ କଲେ ସେତେବେଳେ ଅୟସା ଙ୍କ ସ୍ବାମୀ ଏବଂ ଶାଶୁଘର ସହ ଏହି ଘଟଣା ଜଡ଼ିତ ଥିଲା। କିନ୍ତୁ ବର୍ତମାନ ଅଯସା ଙ୍କ ର ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଶେଷ ଚିଠି ପୋଲିସ ହାତରେ ଲାଗିଛି।

 

ସେ ଲେଖିଥିବା ଶେଷ ଚିଠି କୁ ଯେତେବେଳେ କୋର୍ଟ ରେ ପରିବେଷଣ କରାଗଲା ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ କାନ୍ଦିବା ରେ ଲାଗିଲେ । ତେବେ କଣ ଏମିତି ଲେଖା ଥିଲା ଯାହା ଶୁଣିବା ପରେ ଲୋକେ କାନ୍ଦି ପକେଇଲେ।

 

ତେବେ ଆୟସା ଙ୍କ ଆତ୍ମ ହତ୍ୟା ପରେ ଯେଉଁ ସବୁ ଘଟଣା ସାମ୍ନା କୁ ଆସିଲା ସେତେବେଳେ ଜଣାପଡ଼ିଲା ଆୟସା ଙ୍କ ର ସ୍ବାମୀ ତାଙ୍କୁ ବହୁତ୍ ଅତ୍ୟାଚାର କରୁଥିଲେ। ଆୟସା ଙ୍କ ର ମଧ୍ୟ ଅନ୍ୟ ଯୁବତୀ ଙ୍କ ସହ ସମ୍ପର୍କ ଥିଲା । ଏହାପରେ ଆୟସା ଙ୍କ ସ୍ବାମୀ  ଆରିଶ୍ ଙ୍କ ତରଫରୁ ଯେତେବେଳେ ବୟାନ ଆସିଲା ତାହା ସମସ୍ତ ଙ୍କୁ ଅଚର୍ଯ୍ୟ କରିଦେଇଥିଲା । ଯାହାକି ସେ କହିଥିଲେ କି ବିବାହ ର ଦେଢ଼ ବର୍ଷ ପରେ ଆୟସା ଙ୍କ ପେଟରେ ଥିବା ପିଲା ଆରିଶ୍ ଙ୍କ ର ନଥିଲା । ବୟାନ ଆସିଥିଲା ଏହି ପିଲା ଟି ଅାୟସା ଙ୍କ ଧରମ ଭାଇ ର ଥିଲା ।

ସେହି ଶେଷ ଚିଠି ରେ ଲେଖା ଥିଲା ତାଙ୍କ ସ୍ବାମୀ ଙ୍କ ଦ୍ଵାରା ହେଇଥିବା ଅତ୍ୟାଚାର ବିଷୟ ରେ ଲେଖିଛନ୍ତି । ସେ ଲେଖିଛନ୍ତି ସେ ଯେଉଁ ସମୟରେ ଗର୍ଭବତୀ ଥିଲେ ସେତେବେଳେ ତାଙ୍କ ସ୍ବାମୀ ତାଙ୍କୁ ଏକ ରୁମ୍ ରେ ୪ ଦିନ ପାଇଁ ବନ୍ଧ କରି ରଖିଥିଲେ । ଯାହାକୁ ତାଙ୍କୁ ଖାଇବା ଏବଂ ପିଇବା ପାଇଁ ଦେଇ ନଥିଲେ ତା ବଦଳ ରେ ବହୁତ୍ ପିଟିଥିଲେ ଆୟଶା ଙ୍କୁ ଯାହା ଦ୍ଵାରା ତାଙ୍କ ପେଟ ରେ ଥିବା ପିଲା ମରିଯାଇଥିଲା । ଏବଂ ସେ ମଧ୍ୟ ଲେଖିଥିଲେ ତାଙ୍କର ତାଙ୍କ ଧରମ ଭାଇ ଙ୍କ ସହ କିଛି ଖରାପ୍ ସମ୍ପର୍କ ନଥିଲା ସେ ଅରିଶ୍ ଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେ ଚିଠି ର ଶେଷ ରେ ଆଇ ଲଭ୍ ୟୁ ଚିକୁ ବୋଲି ଆରିସ୍ ଙ୍କୁ ସମ୍ବୁଧନ କରି ଲେଖିଥିଲେ । ଏହା ଶୁଣିବା ପରେ କୋର୍ଟ ରେ ଲୋକେ କାନ୍ଦି ପକେଇଥିକେ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *