ଆଗାମୀ ୩ ଦିନ ଯାଏ ରାଜ୍ୟ ରେ ରହିବ ହାଡ଼ ଭଙ୍ଗା ଶୀତ । ଜାରି ହେଲା ସତର୍କ ସୂଚନା….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ପାଣିପାଗ ସମ୍ପର୍କିତ କିଛି ଖବର କହିବୁ ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ମାଡ଼ି ଆସୁଛି ହାଡ଼ ଥରା ଜାଡ ୧୬ ଟି ଜିଲ୍ଲା କୁ ସତର୍କ ସୂଚନା । ୨୪ ଘଣ୍ଟା ଭିତରେ ଦକ୍ଷିଣ ଅଭୂନ୍ତ୍ରଣୀୟ ଏବଂ ଉତ୍ତର ଉପକୂଳ ଅଂଚଳରେ ଥଣ୍ଡା ବଡ଼ିବାରେ ଅଛି । ତେବେ ସୁନ୍ଦରଗ଼,ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ,ଦେବଗଡ଼, ଅନୁଗୁଳ ,ଢେଙ୍କାନାଳ ,ମୟୂରଭଞ୍ଜ , କଳାହାଣ୍ଡି ,କନ୍ଧମାଳ , ଓ ବଲାଙ୍ଗିର ରେ ଶୀତ ର ଲହରୀ ବଢ଼ିବାରେ ଲାଗୁଚି । ସେହି ପରେ ସୁବର୍ଣ୍ଣପୁର , ନୂଆପଡ଼ା ବୌଦ୍ଧ ଓ ନବରଙ୍ଗପୁର୍ ପାଇଁ ୟାଲୋ ୱର୍ଣିଂ ଜାରି ହେଇଚି ।

 

ତେବେ ୨୪ ଘଣ୍ଟା ମଧ୍ୟ ରେ ଅଭ୍ୟନ୍ତ୍ରଣୀୟ ଅଞ୍ଚଳ ରେ ଥଣ୍ଡା ବଢ଼ିବ । ଏବଂ କୋରାପୁଟ ଏବଂ ମାଲକାନଗରିରେ କିଛି ଅଞ୍ଚଳ ରେ ଘନ କୁଡୁଡି ହବାର ସମ୍ଭାବନା ରହିଛି। 

 

ତେବେ ଶୀତରେ ଥର ହର ରାଜ୍ୟ ବାସି । କିଛି ଦିନ ତଳେ କମିଯାଇଥିବ ଥଣ୍ଡା ଆଉଥରେ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ସକାଳରୁ ସନ୍ଧ୍ୟା ଯାଏ ହାଲକା ପବନ ବହୁଚି । ତେବେ ଶୀତ ଅଧିକ ହେବାରୁ ସହର ମଧ୍ୟ ରେ ଲୋକଙ୍କ ଯିବ ଆସିବା କମିଯାଇଛି । ତେବେ ଆଗାମୀ ୩ ଦିନ ଯାଏ ଏମିତି ଶୀତ ର ଲହରୀ ଲାଗିରହିିବ । ତେବେ ରାତି ରେ ପରଦା ଅତ୍ୟଧିକ ଖସି ଯାଉଚି ଯାହା କୀ ଶୀତ ର ମାତ୍ରା ରାତିରେ ଅଧିକ ରହୁଚି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *