ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଜର୍ମାନୀ ରେ ଜାରି ହୋଇଥିବା ଲକଡାଉନ ବିଷୟରେ ଏବଂ ଏହା କେବେ ଠାରୁ ଆରମ୍ଭ ହୋଇ କେତେ ଦିନ ଚାଲିବ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ବିଭିନ୍ନ ଦେଶ ରେ କରୋନା ର ନୂଆ ଷ୍ଟ୍ରେନ ଆସି ସାରିଲାଣି । ଯାହାକୁ ଦୃଷ୍ଟି ରେ ରଖି ବହୁତ ଦେଶ ମଧ୍ୟ ଲକଡାଉନ ସଟଡ଼ାଉନ ମଧ୍ୟ କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ କରନା ର ନୂଆ ଷ୍ଟ୍ରେନ ଦିନକୁ ଦିନ ବିଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରିବାରେ ବ୍ୟସ୍ତ । ତେବେ ବର୍ତ୍ତମାନ ସମୟରେ ଜର୍ମାନୀ ରେ କରୋନା ନୂଆ ଷ୍ଟ୍ରେନ ଆସିଗଲାଣି ।
ଯାହାକୁ ତାଙ୍କ ଦେଶ ର ମୁଖ୍ୟ ଆଞ୍ଜେଲା ଘୋଷଣା କରିଛନ୍ତି । ତେବେ ତାଙ୍କୁ ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନ ରେ ନିୟମ କଡାକଡି କରିବାକୁ କହିବା ସହିତ ମାର୍ଚ୍ଚ ୨୮ ଯାଏଁ ଥିବା ଲକଡାଉନ ଅବଧି କୁ ଏପ୍ରିଲ ୧୮ ଯାଏଁ ଘୁଞ୍ଚାଇ ଦିଆ ଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କୁ ନିୟମ କଡାକଡି ମାନିବା ସହିତ ଖାଦ୍ୟ ସାମଗ୍ରୀ ର ଚିଠା କୁ ଅନଲାଇନ ମାଧ୍ୟମରେ ଆଣି ତାଙ୍କ ପାଖକୁ ପଠାଇ ଦିଆ ଯାଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।