ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଭିକାରୀ ଆଦିତ୍ୟ ଦାସ ଙ୍କ ପାଇଁ ନ୍ୟାୟ ମାଗିବା ପାଇଁ ରାସ୍ତା ଉପରକୁ ଆସିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ଖବର ବିଷୟରେ ଉଣା ଅଧିକେ ଜାଣିଥିବେ । ତେବେ ଜଣେ ସାଧାରଣ ନିରୀହ ସମାଜସେବୀ ଙ୍କୁ ନୃଶଂସ ଭାବେ ଲୋକମାନେ ମାରି ଟ୍ରେନ ଲାଇନ ଆଗରେ ଫୋପାଡ଼ି ଦେଇଥିଲେ । ଯାହା କଥା ଭାବିଲା ବେଳକୁ ହୃଦୟ ରେ ସିଂହରଣ ହୋଇ ଯାଇଥାଏ । ତେବେ ବର୍ତ୍ତମାନ ଏକ ସାଧାରଣ ଭିକାରୀ ରାଜରାସ୍ତା କୁ ଆଦିତ୍ୟ ଦାସ ଙ୍କ ନ୍ୟାୟ ପାଇଁ ଓଲ୍ହାଇ ଆସିଛନ୍ତି ।
ତେବେ ସେହି ଭିକାରୀ ଜଣକ ର କହିବା କଥା ହେଲା ଆଦିତ୍ୟ ଦାସ ଜଣେ ନିରୀଭିକ ସଚୋଟ ସମାଜ ସେବୀ ଥିଲେ । ସେ ନିଜ ଅପେକ୍ଷା ଅନ୍ୟ ଲୋକ ମାନଙ୍କ କଥା ଚିନ୍ତା କରୁଥିଲେ । ସେ ଯେତେବେଳେ ମଦ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ । ସେତେବେଳେ ସେହି ଭିକାରୀ ର ମାଆ ତାଙ୍କୁ ସପୋର୍ଟ କରିଥିଲା । ସେଥିପାଇଁ ସେହି ଭିକାରୀ ଜଣକ ଆଦିତ୍ୟ ଦାସ ଙ୍କ ପାଇଁ ନ୍ୟାୟ ମାଗୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।