ଆଦିତ୍ୟ ଦାସ ଙ୍କ ନ୍ୟାୟ ପାଇଁ ରାସ୍ତା ଉପରକୁ ଆସିଥିବା ତାଙ୍କ ମା ରାସ୍ତା ଉପରେ ହୋଇଗଲେ ବେହୋସ । ତେବେ ଜାଣନ୍ତୁ ଏହାର କାରଣ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଭାବେ ଆଦିତ୍ୟ ଦାସ ଙ୍କ ନ୍ୟାୟ ପାଇଁ ରାସ୍ତା ଉପରକୁ ଆସିଥିବା ତାଙ୍କ ମା ରାସ୍ତା ଉପରେ ହୋଇଗଲେ ବେହୋସ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବିଗତ ୭  ମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ମୂର୍ତ୍ୟୁ ର ରହସ୍ୟ ର କୌଣସି ପ୍ରଦାଫାସ ହୋଇ ପାରିଲା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୋଷୀ ନିର୍ଦ୍ୱନ୍ଦ ରେ ମାର୍କେଟ ରେ ବୁଲୁଛି । ତେବେ ଆଦିତ୍ୟ କୁ ନ୍ୟାୟ ଦେବାକୁ ନେଇ ହେଉଥିବା ବିଳମ୍ବ କୁ ନେଇ ମୁହଁ  ଖୋଲିଲେ ଆଦିତ୍ୟ ଙ୍କ ର ମାଆ । ତେବେ ରାଜ ରାସ୍ତା କୁ ଆସିଲେ ଆଦିତ୍ୟ ଙ୍କ ମାଆ ।

 

 ତେବେ ଆଦିତ୍ୟ ଙ୍କ ମାଆ ଙ୍କ କହିବା ଅନୁସାରେ ପୋଲିସ କହ୍ନିକି ଏତେ ବିଳମ୍ବ କରୁଛି । ସେ କହିଛନ୍ତି ପୋଲିସ ପ୍ରଥମ ରୁ ତାର ସଠିକ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତେବେ ସେ ଅପରାଧି ପାଖରୁ ପଇସା ନେଇ ବସି ପଡିଛନ୍ତି ।ଯାହାକୁ କହି ସେ ବେହୋସ ହୋଇ ଯାଇଛନ୍ତି । ତେବେ ତାଙ୍କୁ ସ୍ଥାନୀୟ ମେଡିକାଲ କୁ ନେବା ସହ ତାଙ୍କର ଚିକିତ୍ସା ମଧ୍ୟ ବର୍ତ୍ତମାନ କରାଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *