ଆଦିତ୍ୟ ବାହା ହେଲେ ନେହା କକ୍କର ଙ୍କ ଠାରୁ ୧୦୦ ଗୁଣ ସୁନ୍ଦରୀ ଝିଅ କୁ ଦେଖିଲେ ସମ୍ଭାଳି ପାରିବେନି….

ଉଦିତ ନାରାୟଣ ଙ୍କ ପୁତ୍ର ଆଦିତ୍ୟ ନାରାୟଣ ବାହାହେଲେ ନେହା କକ୍ଙ୍କର ଙ୍କ ଠାରୁ ଆହୁରି ୧୦ ଗୁଣ ସୁନ୍ଦର ଝିଅ କୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବଲିଉଡ ର ବହୁ ଚର୍ଚ୍ଚିତ ଗୀତିକାର ଉଦିତ ନାରାୟଣ ଙ୍କ ପୁତ୍ର ଆଦିତ୍ୟ ନାରାୟଣ ଙ୍କ ବିବାହ ସମ୍ବନ୍ଧ ରେ  । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଜାଣିଥିବେ ଉଦିତ ନାରାୟଣ ଙ୍କ ବିଷୟ ରେ ।

 ସେ ଜଣେ ବହୁ ଚର୍ଚ୍ଚିତ ଗୀତିକାର । ସେ କେବଳ ବଲିଉଡ ରେ ନିଜର ଜଲବା ଦେଖାଇ ନାହାନ୍ତି   ସେ ନିଜର ଯଲବା ଟଲିଉଡ଼,ଓଲିଉଡ ରେ ମଧ୍ୟ ଦେଖାଇଛନ୍ତି ।  ତାଙ୍କୁ କିଏ ବା ନ ଜାଣେ । ସାରା ଭାରତ ରେ ସେ ଜଣେ ପରିଚିତ କଲଜାର । ତେବେ ତାଙ୍କ   ପୁତ୍ର ଆଦିତ୍ୟ ନାରାୟଣ Zee Tv  ର ଏକ ସଙ୍ଗୀତ ଶୋ ରେ ଆଂକରିଙ୍ଗ କରୁଥିଲେ । ସେହି ସୋ ରେ ନେହା କକର ଜର୍ଜ ଭାବେ ରହିଥିଲେ । 

ସେହି ସୋ ଚାଲୁଥିବା ସମୟ ରେ ସେହି ସୋ ରେ ଜର୍ଜ କରୁଥିବା ନେହା କକର ଙ୍କୁ  ଉଦିତ ନାରାୟଣ ନିଜ ପୁଅ ଆଦିତ୍ୟ ପାଇଁ ତାଙ୍କ ହାତ ମାଗିଥିଲେ କିନ୍ତୁ ସେ ମନା କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ  ଆଦିତ୍ୟ ବାହା ହେଲେ ନେହା କକ୍କର ଠାରୁ ୧୦ ଗୁଣ ସୁନ୍ଦରୀ ଝିଅ ଙ୍କୁ ଯାହାର ନାମ ହେଉଛି ଶ୍ୱେତା ଅଗ୍ରୱାଲ ଙ୍କୁ । ବର୍ତ୍ତମାନ ପରିବାର ରେ ଖୁସି ର ମାହୋଲ ଚାଲିଛି । ସେମାନେ ନିଜର ହନିମୁନ ପାଇଁ ଦୁବାଇ ଯାଇଛନ୍ତି । ଯାହାର ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *