ଉଦିତ ନାରାୟଣ ଙ୍କ ପୁତ୍ର ଆଦିତ୍ୟ ନାରାୟଣ ବାହାହେଲେ ନେହା କକ୍ଙ୍କର ଙ୍କ ଠାରୁ ଆହୁରି ୧୦ ଗୁଣ ସୁନ୍ଦର ଝିଅ କୁ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବଲିଉଡ ର ବହୁ ଚର୍ଚ୍ଚିତ ଗୀତିକାର ଉଦିତ ନାରାୟଣ ଙ୍କ ପୁତ୍ର ଆଦିତ୍ୟ ନାରାୟଣ ଙ୍କ ବିବାହ ସମ୍ବନ୍ଧ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଜାଣିଥିବେ ଉଦିତ ନାରାୟଣ ଙ୍କ ବିଷୟ ରେ ।
ସେ ଜଣେ ବହୁ ଚର୍ଚ୍ଚିତ ଗୀତିକାର । ସେ କେବଳ ବଲିଉଡ ରେ ନିଜର ଜଲବା ଦେଖାଇ ନାହାନ୍ତି ସେ ନିଜର ଯଲବା ଟଲିଉଡ଼,ଓଲିଉଡ ରେ ମଧ୍ୟ ଦେଖାଇଛନ୍ତି । ତାଙ୍କୁ କିଏ ବା ନ ଜାଣେ । ସାରା ଭାରତ ରେ ସେ ଜଣେ ପରିଚିତ କଲଜାର । ତେବେ ତାଙ୍କ ପୁତ୍ର ଆଦିତ୍ୟ ନାରାୟଣ Zee Tv ର ଏକ ସଙ୍ଗୀତ ଶୋ ରେ ଆଂକରିଙ୍ଗ କରୁଥିଲେ । ସେହି ସୋ ରେ ନେହା କକର ଜର୍ଜ ଭାବେ ରହିଥିଲେ ।
ସେହି ସୋ ଚାଲୁଥିବା ସମୟ ରେ ସେହି ସୋ ରେ ଜର୍ଜ କରୁଥିବା ନେହା କକର ଙ୍କୁ ଉଦିତ ନାରାୟଣ ନିଜ ପୁଅ ଆଦିତ୍ୟ ପାଇଁ ତାଙ୍କ ହାତ ମାଗିଥିଲେ କିନ୍ତୁ ସେ ମନା କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଆଦିତ୍ୟ ବାହା ହେଲେ ନେହା କକ୍କର ଠାରୁ ୧୦ ଗୁଣ ସୁନ୍ଦରୀ ଝିଅ ଙ୍କୁ ଯାହାର ନାମ ହେଉଛି ଶ୍ୱେତା ଅଗ୍ରୱାଲ ଙ୍କୁ । ବର୍ତ୍ତମାନ ପରିବାର ରେ ଖୁସି ର ମାହୋଲ ଚାଲିଛି । ସେମାନେ ନିଜର ହନିମୁନ ପାଇଁ ଦୁବାଇ ଯାଇଛନ୍ତି । ଯାହାର ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।