ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବୁ କି ଆପଣ ମନେ କେବେବି ହେଲେ କାହାର ମୃତୁ ଭୋଜି ରେ ନିଶ୍ଚିତ ଯାଇଥିବେ । ଆଉ କିଛି ନା କିଛି ମୃତ୍ୟୁ କର୍ମ ବିଷୟରେ ମଧ୍ୟ ଜାଣି ଥିବେ ଆଉ ମଧ୍ୟ ଦେଖିଥିବେ । ଆଜି ଆମେ ଏହି ପୋଷ୍ଟ ରେ ସେହି ଵିଷୟ ରେ କିଛି ଆଲୋଚନା କରିବା ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଚାଲନ୍ତୁ ଆରମ୍ଭ କରିବା ଏହି ପୋଷ୍ଟ ଆଉ ଆପଣ ସମ୍ପୂର୍ଣ୍ଣ ପଢ଼ନ୍ତୁ ଏହି ପୋଷ୍ଟ ଟିକୁ । ଆପଣ ଯେବେ ହେଲେ କୌଣସି ମୃତ୍ୟୁ ଭୋଜନ କୁ ଯାଇ ଥୁବେ ଆଉ ସେଠିକା ର ଶୋକ ରେ ସାମିଲ ହୋଇଥିବେ ଆଉ ସେଠି ତାଙ୍କ ପରିବାର ର ଶୋକ ରେ ସାମିଲ ହୋଇ ଥିବେ ଆଉ । ମଧ୍ୟ ଜାଣି ଥିବେ କି ମୃତ୍ୟୁ ହେଲା ପରେ 12 ଦିନ ପର୍ଯ୍ୟନ୍ତ ସେ ମୃତ୍ୟୁ ବ୍ୟକ୍ତି ର ସମସ୍ତ କର୍ମ ସେ ବ୍ୟକ୍ତି ର ପରିବାର ଲୋକ ଯଥା ସମ୍ଭବ ସମ୍ପୁର୍ଣ୍ଣ କରନ୍ତି ପ୍ରଥମ ଦିନ ରୁ ଆରମ୍ଭ କରି 12 ଦିନ ଯାଏ ଏହି କର୍ମ ସବୁ ଚାଲେ।
ଏହି ସବୁ କର୍ମ ପାଇଁ ଆଗରୁ ପୁରାଣ ରେ ସମ୍ପୂର୍ଣ୍ଣ ଭାବରେ ଲେଖା ହୋଇଛି ଆଉ ସେହି ସବୁ କର୍ମ କୁ ଆଜି ମଧ୍ୟ ହିନ୍ଦୁ ଧର୍ମ ରେ ସଠିକ ଭାବରେ ପରିଚାଳନା କରା ଯାଉଛି । ସେହି ଦିନ ରୁ କୌଣସି ଲୋକ ର ମୃତ୍ୟୁ ହେଲେ ତାର ପରିବାର ଲୋକ ସେହି ଲୋକ ପାଇଁ 12 ଦିନ ପାଳନ କରନ୍ତି ଆଉ ସେହି 12 ଦିନ ମଧ୍ୟରୁ 10 ଦିନ ଆଉ 11 ଦିନ ରେ ସେମାନେ ସେମାନଙ୍କ ବନ୍ଧୁ ଆଉ ପଡୋଶୀ ମାନଙ୍କୁ ଖାଇବାକୁ ତଥା ମୃତୁ ଭିଜି ପ୍ରଦାନ କରନ୍ତି ।