ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନ ଦେଲେ ଭାରତକୁ ପ୍ରଥମ ତୋଫା….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଦୁ ଗଣ ବର୍ତମାନ ଆମେରିକା ର ରାଷ୍ଟ୍ରପତି କିଏ ଏ ପର୍ଯ୍ୟନ୍ତ ବିଶ୍ଵ କୁ କିଛି ଜଣା ନାହିଁ । ବର୍ତମାନ ଡନାଲ୍ ଟ୍ରମ୍ପ ଏମିତି ପଦେକ୍ଷପ ନେଉଛନ୍ତି ଯାହାକି ଜୁ ବାଇଦେନ୍ କେବେ ହୋଇଟି ହାଓସ୍  କବଜା କରିବେ କିଛି କହି ହେଉନି । ଏମିତି ବିଶ୍ଵ ଯାହା ଆକଳନ କରୁଥିଲା ଟ୍ରମ୍ପ୍ ଆଉ ମୋଦି ମଧ୍ୟରେ  ଜଉ ସମ୍ପର୍କ ଥିଲା ଯଦି ଆମେରିକା ରେ ଜୁ ବାଇଦେନ ନିର୍ବାଚିତ ହୁଅନ୍ତି ତେବେ ଭାରତ ଆଉ ଆମେରିକା ସମ୍ପର୍କ କିଛି ତା ଖରାପ୍ ହେବା । ତେବେ ଆସନ୍ତୁ ଜାଣିବା ଜୁ ବାଇଦେନ ଜିତିବା ପରେ ଭାରତ ସହ ସମ୍ପର୍କ କଣ ଅଛି ଆଉ ଭାରତ କୁ କଣ ପ୍ରତିଶ୍ରୁତି ମିଳୁଛି ।

 

ଯେତେବେଳେ ଆମେରିକା ରେ ରାଷ୍ଟ୍ର ପତି ନିର୍ବାଚନ ହେଇଥିଲା ସେତେବେଳେ ଜନମତ ଅନୁସାରେ ଜୋ ବାଇଦେନ ସଂଖ୍ୟା ଗରିଷ୍ଠତା ହାସଲ କରି ଆମେରିକା ର ରାଷ୍ଟ୍ର ପତି ହେବା ପାଇଁ ଯୋଗ୍ୟ ହେଇଛନ୍ତି କିନ୍ତୁ ଟ୍ରମ୍ପ white house ଛାଡ଼ିବାକୁ ରାଜି ହେଉନାହାଁନ୍ତି । କିନ୍ତୁ ଜୁ ବଇଦେନ ଏହା କହିଛନ୍ତି ମୁଁ ଯେବେ ରାଷ୍ଟ୍ରପତି ଭାବେ ଶପଥ ନେବି ଭାରତ କୁ ମୁଁ ଯାହା ପ୍ରତିଶ୍ରୁତି ଦେବୀ ତାହା ପୁରଣ କରିବି ମୁଁ ଟ୍ରମ୍ପ ଭଳି ଭାରତ କୁ ଠକିବି ନାହିଁ । ଏହା ମଧ୍ୟ କହିଛନ୍ତି ଭାରତ ର ଜଉ ସ୍ଵପ୍ନ ଥିଲା ଜାତିସଂଘର ସ୍ଥାଇ ସଦସ୍ୟ ହେବାପାଇଁ ସେ ମୁଁ କରି ଦେଖେଇଦେବି । କିନ୍ତୁ ଆମେ ଯଦି ଦେଖିବା ବିଗତ ଦିମାନଙ୍କରେ ଟ୍ରମ୍ପ ମଧ୍ୟ ଏମିତି କିଛି କହିଥିଲେ କିନ୍ତୁ କିଛି କରିପାରିନଥିଲେ ।

 

କଣ ଜୁ ବାଉଦେନ୍ ଚାହିଁଲେ ଭାରତ କୁ ସ୍ଥାଇ ସଦସ୍ୟ କରିପାରିବେ କି  ।କିଛି ଉତ୍ତର ଆସୁଚି ହଁ ଆଉ କିଛି ନା  । କିଛି ଲୋକ ନା ଏଇଠି ପାଇଁ କହିଛନ୍ତି ସ୍ଥାଇ ସଦସ୍ୟ ଥିବା ଦେଶ ମାନଙ୍କ ମଧ୍ୟ ରେ ଚାଇନା ଏହା କୁ ବିରୁଦଧ କରୁଚି । ,ବର୍ତମାନ ୫ ଜଣ ସ୍ଥାଇ ସଦସ୍ୟ ଚାଇନା ,ଋଷିଆ ,ବ୍ରିଟେନ ,ପ୍ୟାରିସ ,ଆଉ ଆମେରିକା । ସମସ୍ତେ ଚାହୁଁଛନ୍ତି ଭାରତ ଜାତିସଂଘ କୁ ଆସୁ କିନ୍ତୁ ଚାଇନା ଏହାକୁ ବିରୁଧ କରୁଚି । ଯଦି ଭାରତ ଜାତିସଂଘ ରେ ସ୍ଥାଇ ସଦସ୍ୟ ହୋଇଯାଏ ଭାରତ କୁ ବିଶ୍ଵ ସ୍ତର ରେ ଗୋଟେ ବଡ ସଫଳତା ମିଳିଯିବ । ଅନ୍ୟ ଏକ କଥା ଭାରତ କୁ ବିଶ୍ଵ ସ୍ତର ରେ ଯେତିକି ସମ୍ମାନ ଦିଆ ଯାଉନି ଜାତିସଂଘ ରେ ସ୍ଥାଇ ସଦସ୍ୟ ହେବାପରେ ସମ୍ମାନ ଆହୁରି ବଢିଯିବ ।

 

କଣ ବାଇଦେନ ଚାହିଁଲେ ଏହା କରିପାରିବେ । ହଁ କାହିଁ କି କାରଣ ବାଇଦେନ ଆଉ ଚାଇନା ର ସମ୍ପର୍କ ବହୁତ୍ ଭଲ ଜୁ ବାଇଦେନ ଏହା କରିପାରିବେ  ଚାଇନା କୁ ପଟେଇ ଭାରତ କୁ ଜାତିସଂଘ ରେ ସ୍ଥାଇ ସଦସ୍ୟ କରିପାରିବେ । କିନ୍ତୁ  ଭାରତ ଜାତିସଂଘ ରେସ୍ଥାଇ ସଦସ୍ୟ ହଉ ଚାଇନା ଏବଂ ଋଷିଆ କେବେ ଚାହାନ୍ତି ନାହିଁ । ତେବେ ଦେଖିବା ଜୁ ବାଇଦେନ ଭାରତ କେମିତି ସାହାଯ୍ୟ କରିପାରୁଛନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *