ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା କୁ ଦେଲେ ଶକ୍ତ ଚେତାବନୀ….ଜାଣିଲେ ଆପଣ ଖୁସି ହୋଇଯିବେ….

ଆମେରିକା  ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଏହି ନିଷ୍ପତ୍ତି ପରେ ଚାଇନା ହେଲା ଥର ହର । ହୋଇପାରେ ଚାଇନା ଉପରେ ଆକ୍ରମଣ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜୋ ବାଇଡେନ ଙ୍କ ରାଷ୍ଟ୍ରପତି ହେବାର କିଛି ସମୟ ଭିତରେ ସେ ଚୀନ କୁ ଦେଇଛନ୍ତି ଏକ ବଡ଼ ଝଟକା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଘଟଣା ଟି ଯାହା ସମ୍ପର୍କରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ସମୁଦାୟ ଚୀନ ଉପରେ ପ୍ରଭାବ ପକାଇବା ସହ ତାଙ୍କ ଦେଶରେ ଚାଲୁଥିବା ଏକ ଛତ୍ରବାଦୀ ଶାସନ ର ମୂଳ ନାଶ ହେବାର ସମ୍ଭାବନା ବଢ଼ି ଯାଇଛି । ଯେଉଁଥିରେ ଚୀନ ର ମୁଖ୍ୟ ଜିନପିଙ୍ଗ ସବୁଠାରୁ ଅଧିକ ପ୍ରଭାବିତ ହେବାର ଜଣା ପଡୁଛି । ତେବେ ବର୍ତ୍ତମାନ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଭାରତ ଆମେରିକା ର ସମ୍ପର୍କ  ରେ ବହୁ ପରିମାନ ରେ ସୁଧାର ଆସିଛି ।

 

ଜୋ ବାଇଡେନ ଙ୍କୁ ମଙ୍ଗଳବାର ଦିନ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଫୋନ କଲ ରେ ଜୋ ବାଇଡେନ କହିଛନ୍ତି କି ସେ ଭାରତ ର ଅର୍ଥନୀତି ଆମେରିକା ର ଅର୍ଥନୀତି ସହ ସମାନ କରିବା ସହ ଭାରତ କୁ ସମସ୍ତ ଶତ୍ରୁ ଠାରୁ ସହଯୋଗୀ ରାଷ୍ଟ୍ର ଭାବେ ସର୍ବପ୍ରଥମେ ସାହାଯ୍ୟ କରିବ ବୋଲି କହିଛନ୍ତି । ଯାହା ଜାଣିଲା ପରେ ଚୀନ ସରକାର ଙ୍କ ଥରହର ହୋଇଗଲାଣି। 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *