ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଆମେରିକା ରେ ଚାଲିଥିବା ମହାଡ୍ରାମା ବିଷୟ ରେ ଯେଉଁଥିରେ ସେମାନେ ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଙ୍କୁ ଗିରଫ କରି ନେଇ ଯାଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ବର୍ତ୍ତମାନ ସମୟ ରେ ଚାଲିଥିବା ମହାଡ୍ରମା ବିଷୟ ରେ ଆପଣ ମାନେ ଅଳ୍ପ ବହୁତ ଜାଣିଥିବେ । ତେବେ ଆସନ୍ତୁ ଏହା ବିଷୟରେ ଆମ୍ଭେ ଏକ ସମ୍ପୂର୍ଣ ବିବରଣୀ ପ୍ରଦାନ କରିବାକୁ ଯାଉଛୁ । ତେବେ ବର୍ତ୍ତମାନ ଆମେରିକା ର ପାରଲାମେଣ୍ଟ ରେ ଟ୍ରମ୍ଫ ର ସାମର୍ଥକ ମାନେ ପଶି ଯିବା ସହ ସେଠାରେ ସେମାନେ ଆନ୍ଦୋଳନ କରୁଛନ୍ତି । ଯାହା ଫଳରେ ଆମେରିକା ରେ ବର୍ତ୍ତମାନ ଆମେରିକା ରେ ପାର୍ଲାମେଂଟ ଅଚଳ ହୋଇ ପଡ଼ିଥିଲା ।
ଯାହା ଫଳରେ ସେମାନେ ଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିଜର ସବୁ ବଲ ପ୍ରୟୋଗ କରିବା ସହ ଟ୍ରମ୍ଫ କୁ ଗିରଫ ମଧ୍ୟ କରିବା ସହ ତାଙ୍କର ପେସବୁକ ଏବଂ ଟୁଇଟର ଆକାଉଣ୍ଟ ରେ ସରକାର ଙ୍କ ବିରୋଧ ରେ ଦେଇ ଥିବା ମନ୍ତବ୍ୟ କୁ କାଟିଦେବାକୁ କହିବା ସହ । ଯଦି ସେ ପୁଣିଥରେ ଏଭଳି ପୋଷ୍ଟ କରନ୍ତି ତେବେ ତାଙ୍କର ଆକାଉଣ୍ଟ ଡିଲେଟ କରିଦେବାକୁ ମଧ୍ୟ କୁହାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।