ଆରାଇ ବାବୁ ଙ୍କ ଅଫିସ ଭିତରେ ଖେଳ ଭିଡ଼ିଓ ହେଲା ଭାଇରଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆର,ଆଇ ବାବୁ ଙ୍କ ର ଦିନ ଦିପହର ରେ ନିଜ ଅଫିସ ଭିତରେ ଖେଳ କରୁଥିବାର ଭିଡ଼ିଓ ହେଲା ଭାଇରାଲ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଗଦାଶିଳା ଆରକ୍ଷୀ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ । ତେବେ ଏଠାରେ ଏଭଳି କାର୍ଯ୍ୟ କରି ନିଲମ୍ବିତ ହୋଇଛନ୍ତି ଆର,ଆଇ ବାବୁ । ତେବେ ତାଙ୍କ କାରନାମା ବିଷୟରେ ଯେ କେହିବି ଶୁଣିବ ସେ ଲୋକ ଙ୍କୁ ସେହି ସ୍ଥାନ ରେ ଲଙ୍ଗଳା କରି ପିଟିବାକୁ ପଚାଇବ ନାହିଁ । 

 

ତେବେ ସୂଚନା ଅନୁସାରେ ଆର,ଆଇ ବାବୁ ଜଣକ ନିଜ ଅଫିସ ଭିତରେ ମଦ ପିଇ ମାତାଲ ହୋଇ ପଡିଛନ୍ତି । ଏହା ସହିତ ଅଫିସ ରେ କାଗଜ ପତ୍ର ଆପେକ୍ଷା ଅଧିକ ମଦ ବୋତଲ ଏବଂ ପେଟି ଦେଖିବାକୁ ମିଳିଛି । ତେବେ ଏଭଳି ଭିଡ଼ିଓ ଭାଇରାଲ ହେବା ପରେ ଉକ୍ତ ଆର,ଆଇ ବାବୁ ଜଣକୁ ନିଲମ୍ବିତ କରାଯାଇଛି । 

https://www.facebook.com/watch/?v=806229606752232

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *