ଆସନ୍ତା କାଲିଠାରୁ ଶନି ଦେବ କରିବେ କୃପା ଏହି ୬ ରାଶି ଉପରେ ହବ ପ୍ରଚୁର ଧନ ର ବର୍ଷା…..

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିପରି ଶନି ଙ୍କ ପ୍ରଭାବ ଆଗାମୀ ଦିନ ରେ ଏହି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା ଶନି ମହାରାଜ ଙ୍କୁ ଗ୍ରହ ମାନଙ୍କ ର ରାଜା କୁହାଯାଏ । ସତ୍ୟ ଧର୍ମ ଓ ନ୍ୟାୟ ର ପ୍ରତିଷ୍ଠା ଶନି ମହାରାଜ ହିଁ କରିଥାନ୍ତି । ତାଙ୍କ ର ଚଳନ କେବଳ ଅଧର୍ମୀ ମାନଙ୍କ ପାଇଁ ବିପଦ ହୋଇଥାଏ । କିନ୍ତୁ ଗ୍ରହ ରାଜ ଶନି ସଦା ସର୍ବଦା ଅନ୍ୟ ର ମଂଗଳ ହିଁ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସା ରେ କାର୍ତ୍ତିକ ମାସ ଶେଷ ହେବାକୁ ଯାଉଛି । 

 

ଏବଂ ଏହି କାର୍ତ୍ତିକ ମାସ ଶେଷ ଶନିବାର ରେ ଶନିଦେବ ୬ଟି ରାଶି ଉପରେ ନିଜର ଶୁଭ ଦୃଷ୍ଟି ପକାଇବାକୁ ଯାଉଛନ୍ତି । ଏହି ୬ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ଘଟିବା ସହିତ । ଅପୂର୍ବ ସଫଳତା ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ କଲେ କାରବାରରେ ସୁଧାର ଆସି ଧନ ପ୍ରାପ୍ତିହେବ।ବାଦବିବାଦ,ମାଲିମୋକଦ୍ଦମା,ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ ।ତେବେ ଆସନ୍ତୁ ଜାଣିବା ସେହି ୬ ଟି ରାଶି ମାନଙ୍କ ବିଷୟ ରେ ।

 

(୧) ମେଷ- ଏହି ରାଶିରେ ବ୍ୟକ୍ତି ମାନଙ୍କର ସମ୍ପର୍କ ମଜବୁତ ରହିବ ଓ ଧାର୍ମିକ ଯାତ୍ରା କରି ପାରନ୍ତି l ସବୁବେଳେ ଅନ୍ୟ କୁ ସାହାଯ୍ୟ କରନ୍ତୁ ଆହୁରି ସୁଖ ସଂବୃଦ୍ଧି ରେ ବୃଦ୍ଧି ଘଟିବ ।

 

(୨) ମିଥୁନ- ଏହି ରାଶିର ବ୍ୟକ୍ତି ମାନଙ୍କର ନିଜ ଉପରେ ଆତ୍ମ ବିଶ୍ୱାସ ରହିବ l ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ lଓ ଖୁସି ରେ ଜୀବନ ଅତିବାହିତ କରିବେ

 

(୩) କନ୍ୟା- ଏହି ରାଶି ମାନଙ୍କ ଭାଗ୍ୟ ରେ ଏକ ନୂତନ ଭାବେ ପରିବର୍ତ୍ତନ ଦେଖା ଦେବ । ଶରୀର ମନ ଆଶା ସବୁ ଦୃଢ଼ ରହିବା ସହ । ସମସ୍ତ କାର୍ଯ୍ୟ ରେ ସିଦ୍ଧି ଲାଭ କରିବେ ।

 

(୪) ତୁଳା- ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଚିନ୍ତା ରହିବ ନାହିଁ ଓ ଧନ ର ଅଭାବ ରହିବ ନାହିଁ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l

 

(୫) ଧନୁ- ଏହି ରାଶିର ଲୋକ ମାନେ ନିଜର ଜୀବନ ସାଥି ସହିତ କାଟିବେ ଓ ଅଭିଵାହିତ ଥିଲେ ମାତା ପିତା ସହିତ ସମୟ କାଟିବେ l ଓ ନିଜ ର ଏକ ସୌତନ୍ତ୍ର ଏକ କମ୍ପାନୀ ପ୍ରତିଷ୍ଠା କରିବେ ।

 

(୬) ମକର- ସତରେ ଭାଗ୍ୟ ତ ସବୁଠାରୁ ମକର ରାଶି ର ଖୋଲିବାକୁ ଯାଉଛି । ଯାହା ଫଳରେ ସେ କୋଟିପତି ହେବା ସହ । ମାନ ବୃଦ୍ଧି ହେବ । ଲୋକ ସମ୍ପର୍କ ରେ ବୃଦ୍ଧି ଘଟିବ । ସବୁଠାରୁ ଏକ ବଡ଼ କାମ ଆପଣଙ୍କର ସମାପନ ହେବ ।

 

 ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *