ଆସନ୍ତା କାଲି କୃଷକ ଙ୍କ ର ସବୁଠାରୁ ବଡ଼ ପ୍ଲାନ । ବନ୍ଦ ହେବ ଅଖଚକ ମୋଦି ସରକାର ଥରହର ।

ଆସନ୍ତା କାଲି କୃଷକ ଙ୍କ ର ସବୁଠାରୁ ବଡ଼ ପ୍ଲାନ । ବନ୍ଦ ହେବ ଅଖଚକ ମୋଦି ସରକାର ଥରହର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଗତକାଲି କୃଷକ ମାନେ କରିବାକୁ ଯାଉଛନ୍ତି ଭାରତ ବନ୍ଦ ଯାହା ଫଳରେ ମୋଦି ସରକାର ଙ୍କ ମୁଣ୍ଡ ଥରହର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଭାରତ ସରକାର ଯେଉଁଭଳି ଭାବେ ଦିଲ୍ଲୀ ରେ ଚତୁର୍ପାର୍ଶ୍ଵ ଘେରାଉ କଲେଣି ସତେ ଯେପରି ଏକ ମାଛି ଟିଏ ବି ଭିତରକୁ ପଶି ପାରିବେ ନାହିଁ । ତେବେ ଆପଣ ମାନେ ଜଣାଇଥିବେ ସାଧାରଣ ତନ୍ତ ଦିବସ ଦିନ କୃଷକ ସଂଘ ମାନେ ଦିଲ୍ଲୀ ର ଲାଲକିଲ୍ଲା ରେ ତ୍ରିରଙ୍ଗା ପତାକା ବଦଳରେ କେଶରୀ ରଙ୍ଗର ପତାକା ଉଡାଇଥିଲେ ।

 

 ଯାହା ଫଳରେ କୃଷକ ମାନେ ଆଉ କିଛି ଯେପରି ଭୁଲ ନକରି ପାରନ୍ତି ସେଥି ଯୋଗୁଁ ଦିଲ୍ଲୀ ରେ ବର୍ତ୍ତମାନ ସମସ୍ତ ରାସ୍ତା କୁ ବ୍ଲକ କରାଯାଇଛି । ତେବେ ଏହାର କାରଣ ହେଲା ଗତ କାଲି କୃଷକ ମାନଙ୍କ ଦ୍ୱାରା ଭାରତ ବନ୍ଦ ର ଡାକରା ଦିଆଯାଇଛି । 

 

ଯାହାର କାରଣ ହେଲା କୃଷକ ମାନଙ୍କୁ ଟେରାରିଷ୍ଟ କୁହାଯିବା ଏବଂ କୃଷକ ଆନ୍ଦୋଳନ ଚାଲୁଥିବା ସ୍ଥାନ ରେ ସମ୍ପୂର୍ଣ୍ଣ ଇଣ୍ଟରନେଟ ବନ୍ଦ କରିବା ଏବଂ ମୋବାଇଲ ଜାମର ର ବ୍ୟବହାର କରିବା ଯାହା କୁ ଭାରତୀୟ ଆଇନ କେବେବି ସମର୍ଥନ କରେ ନାହିଁ । ସେଥି ପାଇଁ। ଗତ କାଲି ଦିନ ୧୨-୩ ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ବୋଲି କୃଷକ ସଂଘ ଘୋଷଣା କରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *