ଆସନ୍ତା କାଲି ମାଡି ଆସୁଛି ମହା ବିପଦ ! ନାସା କଲା ସତର୍କ । ଜଲ୍ଦି ପଢନ୍ତୁ ଓ ସେୟାର କରି ଅନ୍ୟ ମାନଙ୍କୁ ଜଣେଇ ଦିଅନ୍ତୁ !

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆଜି ଆମେ କହିବାକୁ ଯାଉଛୁ କି ନାସା ର ବୈଜ୍ଞାନିକ ଦେଇଥିବା ଚେତା ବନୀ ଯାହାକି ପୃଥିବି ଆଡ଼କୁ ମାଡ଼ି ଆସୁଥିବା ଏକ ଉଲ୍ଲକା ପିଣ୍ଡ ଯାହାକି ପୃଥିବୀ ସହ ଧକ୍କା ହେଇପାରେ ଏବଂ ଧକ୍କା ହେବା ଦ୍ବାରା ପୃଥିବୀ ର କଣ ନଷ୍ଟ ହେବା ସେ ବିଷୟ ରେ ଆଲୋଚନା କରିବା।

ବନ୍ଧୁଗଣ କାଲି ପୃଥିବୀ ଆଡ଼କୁ ମାଡ଼ି ଆସୁଚି ମାଷ୍ଟ ଖଲିପା ଠାରୁ ବି ବଡ ଉଲ୍ଲକା ପିଣ୍ଡ ଏଥି ପାଇଁ ଏହି ଦିନ ପୃଥିବୀ ପାଇଁ ରହିଛି ସବୁଠୁ ବଡ ବିପଦ । 

 

ବର୍ତମାନ ସମୟ ରେ ପୃଥିବୀ ଉପରକୁ ମାଡ଼ି ଆସୁଚି ଏକ ବିଶାଳ ଉଲ୍ଲ କା ପିଣ୍ଡ ଯାହା କି ଏହି ଉଲ୍ଲକା ପିଣ୍ଡ ଖୁବ୍ ତୀବ୍ର ଗତିରେ ପୃଥିବୀ ଆଡ଼କୁ ଅଗ୍ରସର ହେଉଛି । ଏହି ଉଲ୍ଲକା ପିଣ୍ଡ ୨୯ ନଭେମ୍ବର ରେ ପୃଥିବୀ ପାଖ ଦେଇ ଗତି କରିବ । ତେବେ ମଝିରେ ଯଦି ଏହା ର ଗତିରେ କିଛି ପରିବର୍ତ୍ତନ ହୁଏ ଏହା ପୃଥିବୀ ପୃଷ୍ଠ ରେ ଧକ୍କା ହେବା ର ସମ୍ଭାବନା ବହୁତ୍ ରହିଛି । ତେବେ ଏହି ଉଲ୍ଲକା ପିଣ୍ଡ ର ଆକାର ଏତେ ବଡ଼ ଯେ ତାକୁ ଦୁବାଇ ର ସବୁଠାରୁ ବଡ ଅଟ୍ଟାଳିକା ମାଷ୍ଟ୍ ଖାଲିପା ସହିତ ତୁଳନା କରାଯାଇଛି କାରଣ ଏହି ଅଟ୍ଟାଳିକା ର ଉଚ୍ଚତା ୮୨୯ ମିଟର ଯାଇଥବା ବେଳେ ଉଲ୍ଲକା ପିଣ୍ଡ ର ଉଚ୍ଚତା ୮୨୦ ମିଟର । ଏହି ଉଲ୍ଲକା ପିଣ୍ଡ ମିଶାଇଲା ଠାରୁ ତୀବ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଚି । ତେବେ ମିଶାଇଲା ର ବେଗ ଘଣ୍ଟା ପ୍ରତି ୪୦୦୦ କିମି ରହିଥିବା ବେଳେ ଏହାର ଗତି ମିଶାଇଲା ଠାରୁ ଢେର ଅଧିକ । ବୈଜ୍ଞାନିକ ଙ୍କ କହିବା ମୁତାବକ ଏହି ଉଲ୍ଲକା ପିଣ୍ଡ ଆସନ୍ତା କାଲି ୨୯ ନଭେମ୍ବର ରେ ପୃଥିବୀ ଠାରୁ କିଛି ହଜାର କିଲୋମିଟର ଦୁର ରେ ଗତି କରିବ ଏହାର ଘଣ୍ଟା ପ୍ରତି ବେଗ ରହିଛି ୯୦୦୦୦ କିଲୋମିଟର । ଦୀର୍ଘ ଦିନ ଧରି ଏହି ଉଲ୍ଲକା ପିଣ୍ଡ ଉପରେ ନାସା ନଜର ରଖି ଆସୁଥିଲା । ଏହି ଉଲ୍ଲକା ପିଣ୍ଡ ର ନାମ ଦିଆ ଯାଇଛି 1532012000Wo107 ବର୍ତମାନ ସୁଦ୍ଧା ଏହି ଉଲ୍ଲକା ପିଣ୍ଡ ପାଇଁ ପୃଥିବୀ ଉପରେ କୌଣସି ବିପଦ ନାହିଁ ନାସା ଘୋଷଣା କରିଛି । ତେବେ ନାସା ଏହା ମଧ୍ୟ କହିଛି ଏହି ସମୟ ରେ ଯଦି ଉଳକା ପିଣ୍ଡ ତାର ଗତି ପରିବର୍ତନ କରି ପୃଥିବୀ ଆଡ଼କୁ ଆସେ ତେବେ ପୃଥିବୀ କୁ କେହି ବଞ୍ଚେଇ ପାରିବେନି । ସେଥି ପାଇଁ ଆମକୁ କାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *