ଆସନ୍ତା ୧୫ ତାରିଖ ରେ ହେବ ଓଡିଶା ବନ୍ଦ । ହଜାର ହଜାର ଲୋକ ସାମିଲ ହେବେ । ଜାଣନ୍ତୁ କାରଣ କଣ ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଆସନ୍ତା ୧୫ ତାରିଖ ରେ କାହିଁକି ଭାରତ ବନ୍ଦ ହେବ ସେ ବିଷୟରେ କହିବାକୁ ଯାଉଛୁ । ପତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଓଡିଶା ରେ ପେଟ୍ରୋଲ ଦର ରେ ୪୯ ପଇସା ବୃଦ୍ଧି ହୋଇଥିବା ବେଳେ ୫୧ ବୃଦ୍ଧି ହୋଇଥିବାର ଜଣା ପଡ଼ିଛି । ଯାହାକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଛନ୍ତି ।

 

 ତେବେ ସେ କହିଛନ୍ତି କି ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କ ସହ ମଧୁଚନ୍ଦ୍ରିକା ରଖି କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଦେଶରେ ସମସ୍ତ ଦର ହୁ ହୁ ହୋଇ ବୃଦ୍ଧି ହେବାରେ ଲାଗିଛି । ତେବେ ସେ ମଧ୍ୟ ବିଜେଡି ସରକାର ଙ୍କ ଉପରେ ମଧ୍ୟ ବର୍ଷିବା ସହ ସେମାନେ ଓଡ଼ିଶାର ବିକାଶ ନକରି ବିନାଶ କରିଦେବେ । ସେଥିପାଇଁ ସେମାନେ ଫେବୃଆରୀ ୧୫ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *