ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଏହି ଜିଲ୍ଲା ଗୁଡିକୁ ସତର୍କ ସୂଚନା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପାଣିପାଗ ବିଶେଷଞ ଙ୍କ ଦ୍ଵାରା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଦଳିବାକୁ ଯାଉଥିବା ତାପମାତ୍ରା ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଗତ କିଛି ଦିନ ହେବ ରାଜ୍ୟ ର ରାଜଧାନୀ ଭୁବନେଶ୍ବର ର ତାପମାତ୍ରା ସର୍ବାଧିକ ଥିଲା ଯାହା ୪୦ ଡିଗ୍ରୀ ଅତିକ୍ରମ କରିଦେଇ ଥିଲା । ତେବେ ଏହିଁ ତାପମାତ୍ର ରେ ସାମାନ୍ୟ ସୁଧାର ଆଶିଚି । ତେବେ ଏହି ତାପମାତ୍ରା ବର୍ତ୍ତମାନ ୨-୩ ଡିଗ୍ରୀ କମି ୩୮ ଡିଗ୍ରୀ ରହିଥିବା ବେଳେ । ରାଜ୍ୟ ର ଦଶଟି ସହର ରେ ତାପମାତ୍ରା ଉଚ୍ଚା ରହିଛି । ଯାହା ୩୫ ଡିଗ୍ରୀ ରୁ ଅଧିକ ରହିଛି । 

 

ତେବେ ଏହି ତାପମାତ୍ରା ବୃଦ୍ଧି କାରଣରୁ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ତେବେ ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, କେଉଁଝର ଆଦି ସ୍ଥାନରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଏଭଳି ସ୍ଥଳେ ରାଜ୍ୟ ର ପ୍ରମୁଖ ସହର କଟକ ,ଭୁବନେଶ୍ୱର ,ଯାଜପୁର ,ଭଦ୍ରକ ଆଦି ସ୍ଥାନରେ ଘନ କୁହୁଡି ରହିବାର ସମ୍ଭାବନା ଅଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *