ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଚାଣକ୍ୟ ଙ୍କ ର କିଛି ଏଭଳି ନୀତି ଶିକ୍ଷା ବିଷୟ ରେ । ଯାହା ଆପଣଙ୍କ ଜୀବନ କୁ ସରସ ସୁନ୍ଦର ପରି ଗଢି ତୋଳିବା ରେ ସାହାଯ୍ୟ କରିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଚାଣକ୍ୟ ଙ୍କୁ ତ ଭଲ ଭାବେ ଜାଣିଥିବେ । ତାଙ୍କର ବୁଦ୍ଧି ବିଷୟ ରେ ଆପଣ ମାନେ ତ ଅଳ୍ପ ବହୁତ ଜଣା ଥିବେ । ତେବେ ଆସନ୍ତୁ ଚାଣକ୍ୟ ଙ୍କ ଏଭଳି କିଛି ବାଣୀ ସମ୍ବନ୍ଧ ରେ ଜାଣିବା ତାହା ଆପଣଙ୍କ ଜୀବନକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ରେ ସାହାଯ୍ୟ କରିବ ।
(୧) କାମ ,କ୍ରୋଧ, ଲୋଭ, ଅହଙ୍କାର ଠାରୁ ଯିଏ ଦୂରରେ ଥାଏ । ସେ ସଦା ସର୍ବଦା ଖୁସି ରେ ରହେ ।
(୨) ପ୍ରକୃତ ରେ ଯାହା ପାଖରେ ଜ୍ଞାନ ଥାଏ ସେ ସବୁଠାରୁ ସୁଖୀ ଏବଂ ଯାହା ପାଖରେ ଜ୍ଞାନ ନଥାଏ ସେ ସବୁଠାରୁ ଅଧିକ ଦୁଃଖ ପ୍ରାପ୍ତ କରିଥାଏ ।
(୩) ଯିଏ ରୂପ,ରସ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ । ସେ ଲୋକ ସମସ୍ତଙ୍କୁ ବଶୀଭୂତ କରିପାରେ ।
(୪) ସ୍ୱର୍ଗ ନର୍କ ବୋଲି ଏ ସଂସାର ରେ କିଛି ନଥାଏ , ନିଜର ଭଲ କାମ ପାଇଁ ସ୍ୱର୍ଗ ଏବଂ ଖରାପ କାର୍ଯ୍ୟ ପାଇଁ ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି ।
(୫) ସ୍ତ୍ରୀ,ପୁତ୍ର ଏବଂ କନ୍ୟା ଙ୍କୁ କେବେହେଲେ କଟୁ କଥା କହିବ ନାହିଁ ।
(୬)ଅତିଥି ଙ୍କୁ କେବେହେଲେ ଅସନ୍ତୋଷ କରିବ ନାହିଁ । ଯେଉଁ ଘରେ ଅତିଥି ଅସନ୍ତୁଷ୍ଟ ହୁଅନ୍ତି ସେ ଘର ନଷ୍ଟ ହୋଇଜାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।