ଆସନ୍ତୁ ଜାଣିବା “ତାରା ତାରିଣୀ’ ଧାରାବାହିକ ର ସୁଟିଂ ସେଟ ର ମସ୍ତି ସମ୍ପର୍କରେ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ କୁନି ତାରିଣୀ ଏବଂ ଭୀର ଏବଂ ଘର ର ଅନ୍ୟାନ୍ୟ ସଦସ୍ୟ ମାନେ କିଭଳି ଭାବେ ମସ୍ତି କରୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଆପଣ ମାନେ ତ ‘ତାରା ତାରିଣୀ’ ଧାରାବାହିକ ସମ୍ପର୍କରେ   ଜାଣିଥିବେ । ତେବେ ଯଦି ଜାଣିଥିବେ ତେବେ ଏହି ଧାରା ବାହିକ ରେ ଆପଣ ମାନେ ସବୁଠାରୁ ଅଧିକ ପସନ୍ଦ କରୁଥିବା ଆକ୍ଟର ମାନଙ୍କ ମଧ୍ୟରେ ତାରିଣୀ ଏବଂ ଭୀର ପ୍ରଥମ ରୁ ଆସୁଥିବେ । ତେବେ ସେମାନଙ୍କ ଆକ୍ଟିଙ୍ଗ ଏତେ ଲୋକ ମାନଙ୍କର ପସନ୍ଦ ହୋଇଯାଇଛି କି ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଧାରା ବାହିକ ମଧ୍ୟରେ ଏହା ସର୍ବପ୍ରଥମେ ଆସୁଛି । 

ତେବେ ବର୍ତ୍ତମାନ କୁନି ତାରିଣୀ ଏବଂ ଭୀର ପାଇଁ ଘର ର ସମସ୍ତ ସଦସ୍ୟ ମାନେ ସମସ୍ତ ଆକ୍ଟର ଖିସି ରେ ହସି ହସି ଗଡ଼ି ଯାଉଛନ୍ତି । ତେବେ ସେମାନେ ସୁଟିଂ ସେଟ ରେ ଥିବା ସମସ୍ତ ଆକ୍ଟର ମାନଙ୍କୁ ହସାଇ ହସାଇ ନାକେଦମ କରିଦେଇଛନ୍ତି । ତେବେ ଅନ୍ୟ ଆକ୍ଟର ମାନେ କ୍ୟାମେରା ରେ ନିଜର ନାଚ ଗୀତ ର ଭିଡ଼ିଓ କରି ତଥା ବିଭିନ୍ନ ମଜା କାମ କରି ନିଜର ଇଂସ୍ଟଗ୍ରାମ ରେ ସେୟାର କରୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *