ଆସନ୍ତୁ ଜାଣିବା ତେଲୁଗୁ ସିନେ ଜଗତ ର ଏଭଳି କିଛି ହିରୋ ଏବଂ ହିରୋଇନ ଯୋଡି ସମ୍ପର୍କରେ । ସେମାନଙ୍କ ମଧ୍ୟରୁ ଅନେକ ବିବାହ କରି ସାରିଲେଣି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ତେଲୁଗୁ ସିନେ ଜଗତ ର ଏଭଳି କିଛି ହିରୋ ଏବଂ ହିରୋଇନ ଯୋଡି ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

(୧) ତେବେ ପ୍ରଥମ ଯୋଡି ହେଉଛନ୍ତି ବିଜୟ-କାଜଲ ଯୋଡି । ହଁ ଆଜ୍ଞା ବିଜୟ ଏବଂ କାଜଲ ଙ୍କ ର ଏକ ଫିଲ୍ମ ରିଲିଜ ହୋଇଥିଲା । ଯାହାର ନାମ ଥିଲା ‘ଥୁପାକି’ । ଏହି ଫିଲ୍ମ ରିଲିଜ ହେବା ପରେ ଦର୍ଶକ ମାନଙ୍କ ମଧ୍ୟରେ କାଜଲ ଏବଂ ବିଜୟ ଙ୍କୁ ଏକା ସାଙ୍ଗରେ ଦେଖିବାକୁ ଭାରି ଇଚ୍ଛା କରିଥିଲେ ।

(୨) ତେବେ ସେକେଣ୍ଡ ସ୍ଥାନ ରେ ଅଛନ୍ତି ସୁରିୟା ଏବଂ ଜ୍ୟୋତିକା । ତେବେ ୧୯୯୯ ମସିହାରେ ଆସିଥିବା ଫିଲ୍ମ ‘ପୁବେଲମ କେତୁପୟ’ ରେ ସେମାନେ ଦର୍ଶକ ମାନଙ୍କ ହୃଦୟ କୁ ସ୍ପର୍ଶ କରିଦେଇଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୬ ମସିହାରେ ସେ ବିବାହ କରିଥିଲେ ।

 

(୩) ତେବେ ତୃତୀୟ ରେ ଅଛନ୍ତି ରାମଚରଣ ଏବଂ ରାକୁଳ ପ୍ରୀତ ଙ୍କ ଯୋଡି ଯାହାକି ତାଙ୍କ ‘ଧ୍ରୁବ’ ଫିଲ୍ମ ରିଲିଜ ହେବା ପରେ ଲୋକ ମାନଙ୍କ ହୃଦୟରେ ଏକ ସ୍ଥାନ କରିଦେଇଥିଲେ ।

(୪) ସେହିଭଳି ଚତୁର୍ଥ ରେ ଅଛନ୍ତି ନାଗ ଚୈତନ୍ୟ ଏବଂ ସାମନ୍ଥ ଙ୍କ ଯୋଡି । ସେ ତାଙ୍କର ଏକ ଫିଲ୍ମ ‘ ମଜଲି ‘ ର ରିଲିଜ ପରେ ଦର୍ଶକ ମାନେ ସେମାନଙ୍କୁ ଏକ ହେବାର ଚାହଁଉଥିଲେ । ତେବେ ସେମାନେ ୨୦୧୭ ରେ ବିବାହ କରିଥିଲେ ।

(୫) ତେବେ ପଞ୍ଚମ ରେ ଅଛନ୍ତି ବାହୁବଳୀ ହିରୋ ପ୍ରଭାସ ଏବଂ ଅନୁଷ୍କା ଙ୍କ ର ଯୋଡି । ବାହୁବଳୀ ର ରିଲିଜ ହେବା ପରେ ଲୋକ ମାନେ ସେମାନଙ୍କ ଯୋଡି କୁ ଵିଵାହ ବନ୍ଧନ ରେ ବାନ୍ଧି ହେବାକୁ ଚାହଁଉଥିଲେ । ତେବେ ତାହାକୁ ଅନୁଷ୍କା ଏକ ଇଣ୍ଟରଭିଉ ରେ ତାକୁ ଖାରଜ କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *