ଆସନ୍ତୁ ଜାଣିବା ଦେବାଶିଷ ପାତ୍ର ଙ୍କ ପରିବାର  ସମ୍ପର୍କରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଦେବାଶିଷ ପାତ୍ର ଙ୍କ ପରିବାର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଦେବାଶିଷ ପାତ୍ର ଙ୍କୁ ତ ଭଲଭାବେ ଜଣିଥିବେ । ତେବେ ସେ ଓଲିଉଡ ଇଣ୍ଡଷ୍ଟ୍ରି ନିଜର ଆକ୍ଟିଙ୍ଗ , ଆଙ୍କରିଂ ପାଇଁ ବେଶ ଜଣାଶୁଣା । ତେବେ ସେ ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ୧୦ ବର୍ଷ ରୁ ଅଧିକ ସମୟ ଧରି ତିଷ୍ଠିକି ରହିଲେଣୀ । ତେବେ ବର୍ତ୍ତମାନ ଦେବାଶିଷ ଙ୍କ ଆଗାମୀ ସମୟରେ ଦୁଇଟି ଫିଲ୍ମ ଆସିବାକୁ ଯାଉଛି । ତେବେ “ରଘୁ ସରଦାର” ର ଶୁଟିଂ ସରି ଯାଇଥିବା ବେଳେ କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଯାଉଛି । 

ତେବେ କୁହାଯାଉଛି କି ଏହି ଫିଲ୍ମ ଟି ଗଣେଶ ପୂଜା ସମୟରେ ରିଲିଜ ହେବ । ତେବେ ଆପଣମାନେ ଜାଣିଥିବେ ଦେବାଶିଷ ଓଡ଼ିଆ ଫ୍ଲିମ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମୋନାଲିସା ଙ୍କୁ ବିବାହ କରିଥିଲେ । ତେବେ ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *