ଆସନ୍ତୁ ଜାଣିବା ବାଡ଼ଫ୍ଲୁ ର ଲକ୍ଷଣ କଣ ? ଏଥିରୁ କିଭଳି ନିରାପଦ ରହିବେ ? 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାଡ଼ଫ୍ଲୁ ର ଲକ୍ଷଣ ନିରାକରଣ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କରୋନା ମହାମାରି ଯେଭଳି ଭାବେ ସାରା ଭାରତରେ ନୁହେଁ ସାରା ବିଶ୍ୱ ରେ ମୁଣ୍ଡ ବିନ୍ଧା ର କାରଣ ପଲଟିଯାଇଥିଲା । ଏହା ର ଭୟା ବହତା ନ କମୁଣୁ ବର୍ତ୍ତମାନ ଆଉ ଏକ ମୁଣ୍ଡ ବିନ୍ଧା ଆସି ଭାରତ ର ଲୋକ ମାନଙ୍କ କବାଟ କୁ ଠକ ଠକ କଲାଣି । ତେବେ ବର୍ତ୍ତମାନ ବାଡ଼ଫ୍ଲୁ ର ଆତଙ୍କ ଭାରତ ରେ ଆରମ୍ଭ ହୋଇଗଲାଣି । 

 

ଗତ ଡିସେମ୍ବର ୨୨ ତାରିଖ ରେ ଜୋଧପୁର ଏକ ଅଞ୍ଚଳ ରେ କାଉ ମଡକ ଦେଖିବାକୁ ମିଳୁଛି । ତେବେ ଏହା ର ୩ ଦିନ ପରେ ମଧ୍ୟପ୍ରଦେଶ ,ବିହାର ଦିଲ୍ଲୀ ,ଓଡିଶା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଓଡିଶା ର ଖୋର୍ଦ୍ଧା ଜିଲ୍ଲା ର ଗୋପୀନାଥପୁର ଗ୍ରାମ ରେ ୩ ଦିନ ଭିତରେ ୧୫୦୦ ରୁ ଅଧିକ କୁକୁଡ଼ା ଏକ ଫାର୍ମ ରେ ମରିଗଲେଣି । 

 

ତେବେ ଏହା ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ର ପାତ୍ର ପାଲଟିଲାଣି । ତେବେ ଆପଣ ମାନେ ସତର୍କ ରହିବା ପାଇଁ ହେଲେ । ତେବେ ଏହା ଏକ ଭାଇରସ ଜନିତ ରୋଗ । ତେବେ  ଆପଣ ସର୍ବ ପ୍ରଥମେ ସମସ୍ତ ଶରୀର କୁ କୌଣସି ପଶୁ ପକ୍ଷୀ ଙ୍କ ଠାରୁ ଦୂର ରେ ରହିବା ସହ  ଘରେ ରଖିଥିବା ପଶୁ ପକ୍ଷୀ ଙ୍କୁ ଆଗୁଆ ଟୀକା କରଣ କରିଦିଅନ୍ତୁ । ଏହା ଛଡା ଚିକେନ୍ ଏବଂ ଅଣ୍ଡା ଖାଉଥିଲେ ଏହାକୁ ୭୦-୮୦ ଡିଗ୍ରୀ ସେଲସିୟସ ରେ ଗରମ କରି ଖାଆନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *