ଆସନ୍ତୁ ଜାଣିବା ସାଉଥ ରେ ବାହା ହୋଇ ସାରି ମଧ୍ୟ ଅନ୍ୟ ଝିଅ କିମ୍ବା ସମ୍ପର୍କ ରଖି ନିଜର ସମ୍ପର୍କ ଖରାପ କରିଥିବା ଆକ୍ଟର ମାନଙ୍କ ବିଷୟରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଉଥ ରେ ବାହା ହୋଇ ସାରି ମଧ୍ୟ ଅନ୍ୟ ଝିଅ କିମ୍ବା ସମ୍ପର୍କ ରଖି ନିଜର ସମ୍ପର୍କ ଖରାପ କରିଥିବା ଆକ୍ଟର ମାନଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଲିଷ୍ଟ ରେ ପ୍ରଥମ ହେଉଛି ସାଉଥ ର ନାମିଦାମୀ କଳାକାର ,ଡ୍ୟାନ୍ସର ପ୍ରଭୁଦେବା । ତେବେ ସେ ୧୯୯୫ ରେ ରାମଳାଥ ଙ୍କ ସହ ବାହା ହୋଇଥିବା ବେଳେ ସାଉଥ ର ସୁପରଷ୍ଟାର ନୟନ ତାରା ଙ୍କ ସହ ସମ୍ପର୍କ ରଖି ନିଜର ସମ୍ପର୍କ କୁ ଦିଭର୍ସ ଦ୍ୱାରା ଭାଙ୍ଗି ଦେଇଥିଲେ । ଏହି ଲିଷ୍ଟ ର ଦ୍ୱିତୀୟ ରେ ଅଛନ୍ତି କମଳ ହାସନ ତେବେ ନିଜର ଅନ୍ୟ ଝିଅ ସହ ଅଫେୟାର କାରଣରୁ ନିଜର ସୁନ୍ଦର ଜୀବନକୁ ନଷ୍ଟ କରିଦେଇଥିଲେ ।

 

 ତେବେ ସେହିଭଳି ତୃତୀୟ ରେ ଅଛନ୍ତି ଅଲୁ ଅର୍ଜୁନ । ତେବେ ହଁ ଅଲୁ ଅର୍ଜୁନ ନେଵା ରେଡ୍ଡୀ କୁ ବାହା ହୋଇ ମଧ୍ୟ ନିଜ ର କୋ ଷ୍ଟାର ନିତ୍ୟା ମେନନ ଙ୍କ ସହ ସମ୍ପର୍କ ରଖିଥିଲେ । ତେବେ ଚତୁର୍ଥ ରେ ଧନୁସ । ତେବେ ଧନୁସ ରଜନୀକାନ୍ତ ଙ୍କ ଝିଅ କୁ ବାହା ହୋଇସାରିଥିଲେ ମଧ୍ୟ ସୃତି ହାସନ ଙ୍କ ସହ ସମ୍ପର୍କ ମଧ୍ୟ ରଖିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *