ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଉଥ ର ଏଭଳି କିଛି ସୁପରଷ୍ଟାର ଏବଂ ତାଙ୍କ ବେସ୍ଟଫ୍ରେଣ୍ଡ ମାନଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଯେତେବେଳେ ଆପଣ ମାନେ ସାଉଥ ର ସୁପର ଷ୍ଟାର ମାନଙ୍କ ର ବେଷ୍ଟଫ୍ରେଣ୍ଡ ମାନଙ୍କ କଥା ଉଠାଇବେ କିନ୍ତୁ ଚିରଞ୍ଜିବି ଏବଂ ନାଗାର୍ଜୁନ ଙ୍କ କଥା ନ କହିବେ କଣ ହେବ । ତେବେ ଏହି ଦୁଇ ଜଣ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସାବୁଠାରୁ ଫେମସ ବେଷ୍ଟଫ୍ରେଣ୍ଡ ଯୋଡି । ତେବେ ଦ୍ୱିତୀୟ ରେ ଅଛନ୍ତି ସୁପରଷ୍ଟାର ରାମ ପୋଥେନେନି ତେବେ ତାଙ୍କ ବେଷ୍ଟଫ୍ରେଣ୍ଡ କୀର୍ତି ସୁରେଶ । ତେବେ ସେ ଦୁହିଁ ଜଣ ସାଉଥ ଇଣ୍ଡଷ୍ଟ୍ରି ର ନାମିଦାମୀ କଳାକାର ଭାବରେ ପରିଚିତ ।
ତେବ ଏହି ଲିଷ୍ଟ ର ତୃତୀୟ ରେ ଅଛନ୍ତି ସାଉଥ ର ସୁପର ହିଟ ଯୋଡି ବିଜୟ ଦେବର କୋଣ୍ଡା ଏବଂ ରଶ୍ମିକା ମନ୍ଦନା । ତେବେ ଚତୁର୍ଥ ରେ ଅଛନ୍ତି କେ,ଜି, ଏଫ ର ହିରୋ ୟଶ ଏବଂ ତାଙ୍କର ସ୍ତ୍ରୀ ରାଧିକା ପଣ୍ଡିତ । ତେବେ ଏହି ଲିଷ୍ଟ ର ପଞ୍ଚମ ରର ଅଛନ୍ତି ଆଲୁ ଅର୍ଜୁନ ଏବଂ ତାଙ୍କ ସାଙ୍ଗ ରାମ ଚରଣ । ତେବେ ଦୁହିଁ ଯାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଅଛି । ତେବେ ଷଷ୍ଠ ରେ ଅଛନ୍ତି ବାହୁବଳୀ ହିରୋ ପ୍ରଭାସ ଏବଂ ଗୋପିଚାନ୍ଦ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।