ଆସନ୍ତୁ ଦେଖିବା ଅନୁଭବ ମହାନ୍ତି କେମିତି ତାଙ୍କ ପରିବାର ସହ ପୂଜା ସେଲିବ୍ରେଶନ କରୁଛନ୍ତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ କହିବୁ ଅନୁଭବ ମହାନ୍ତି ଙ୍କ ଘରେ ଶେଷ ଥର କେମିତି ତାଙ୍କ ପରିବାର ସଦସ୍ୟ ଙ୍କୁ ନେଇ ପୂଜା ମନେଇଲେ । ଖବରଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ମାନେ ଜାଣିଥିବେ କିଛି ଦିନ ହେବ କେନ୍ଦ୍ରାପଡ଼ା ସାଂସଦ ଅଭିନେତା ଅନୁଭବ ମହାନ୍ତି ଙ୍କ ର ପାରିବାରିକ ଝଗଡ଼ା ଲାଗିରହିଛି । ଏହାରି ଭିତରେ ଅନୁଭବ ଏବଂ ବର୍ଷା ଓଭୟ ସୁପ୍ରିମ କୋର୍ଟରେ କେଶ୍ ଦାୟର କରିଥିଲେ । ଶେଷରେ ବହୁ ବାଦ ବିବାଦ ପରେ ଓଭୟ ନିଜ ସପକ୍ଷ କୋଟ ରେ ରଖିଥିଲେ ଶେଷ ରେ ସୁପ୍ରିମ କୋର୍ଟ ଆପୋଷ ବୁଝାମଣା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

 

ତେବେ ଏହାରି ଭିତରେ ଅନୁଭବ ମହାନ୍ତି ଙ୍କ ପରିବାର କୁ କିଛି ଫଟୋ ସୋସିଆଲ ମିଡିଆରେ ଆସିଛି । ଯେଉଁଥିରେ ଅନୁଭବ ମହାନ୍ତି ଏବଂ ତାଙ୍କ ପରିବାର କିଛି ସେଲିବ୍ରେସନ୍ କରୁଥିବାର ଦେଖିବାକୁ ମିଳୁଛି କିନ୍ତୁ ଏଥିରେ ଘର ର ସାନ ବହୁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଆସନ୍ତୁ ଦେଖିବା ସେଳିବ୍ରେସନ୍ ସମୟର ର କିଛି ଫଟୋ ର ଝଲକ । ଯାହାକି ଅନୁଭବ ମହାନ୍ତି ବହୁତ୍ ଖୁସି ଥିବାର ଦେଖିବାକୁ ମିଳୁଛି । ଏବଂ ତାଙ୍କ ବାପା କିଛି ରୋଷେଇ କରିବାରେ ଲାଗିଛନ୍ତି । 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *