ଆସନ୍ତୁ ଦେଖିବା ପ୍ରଥମ ଥର ଶଶୁର ଘରେ କିଭଳି ଚର୍ଚ୍ଚା ହେଲେ ସଭ୍ୟ ଏବଂ ଅର୍ଚ୍ଚିତା ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ସଭ୍ୟସାଚୀ ଏବଂ ଅର୍ଚ୍ଚିତା ନିଜ ଶଶୁର ଘରେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ସଭ୍ୟ ଏବଂ ଅର୍ଚ୍ଚିତା ଏକ ଓଲିଉଡ ଇଣ୍ଡଷ୍ଟ୍ରି ର ସୁନ୍ଦର ଯୋଡି ଜାହାକୁ ଦର୍ଶକ ମାନେ ସବୁ ଫିଲ୍ମ ଏକା ସାଙ୍ଗରେ ସବୁବେଳେ ଦେଖିବାକୁ ପସନ୍ଦ କରନ୍ତି । ତେବେ ସେହି ଯୋଡି ବର୍ତ୍ତମାନ ଏକ ହୋଇ ଯାଇଛନ୍ତି । ସେହି ଯୋଡି ବର୍ତ୍ତମାନ ସମୟରେ ଏକ ମନ ଏକ ପ୍ରାଣ ହୋଇ ଯାଇଛନ୍ତି । ତେବେ ଏହି ଯୋଡି ବର୍ତ୍ତମାନ ସମୟରେ ବାହା ହୋଇଛନ୍ତି । ତେବେ ଗତ ସୋମବାର ଦିନ ରାଜସ୍ଥାନ ରେ ଏକ ବିଳାସମୟ ଦୁର୍ଗ ରେ ବିବାହ କରିଛନ୍ତି ।

ଏହି ଦୁଇ ଜଣ ତେବେ ରାଜସ୍ଥାନ ରେ ୪ ଦିନ ରହିବା ପରେ ଓଡିଶା ଫେରିଛନ୍ତି ଦୁଇ କଳାକାର । ତେବେ ଓଡିଶା ଫେରିବା ପରେ ଭବ୍ୟ ସ୍ୱାଗତ ସହ ତାଙ୍କୁ ବିମାନବନ୍ଦର ରୁ ଅଣାଯାଇଥିଲା । ଏହା ପରେ ଦୁଇ ଜଣ ସଭ୍ୟସାଚୀ ଙ୍କ ଘରକୁ ଯିବା ସହ ରାତିରେ ଅର୍ଚ୍ଚିତା ଙ୍କ ଘରକୁ ଫେରିଛନ୍ତି । ଏହା ପରେ ଅର୍ଚ୍ଚିତା ସଭ୍ୟ ଙ୍କ ପାଇଁ ମାଛ ଭାଜିବା ସହିତ ଅନ୍ୟାନ୍ୟ ରୋଷେଇ କରି ଖୋଇଛନ୍ତି । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।
<strong>

Leave a Reply

Your email address will not be published. Required fields are marked *