ଆସନ୍ତୁ ଦେଖିବା ରାନୀ ପଣ୍ଡା ଙ୍କ ର ଭୟଙ୍କର ହଟ ଡ୍ୟାନ୍ସ ଦେଖିଲେ କଣ୍ଟ୍ରୋଲ କରି….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଆଇଟମ ଗାର୍ଲ୍ ରାଣୀ ପଣ୍ଡା ନେଇ ଆସୁଥିବା ନୂଆ ଫିଲ୍ମ୍ ର ଖଟା ମିଠା ଘଟଣା । ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଶା ରେ ଫିଲ୍ମ୍ ଜଗତ ରେ ହଇ ଚଇ ସୃଷ୍ଟି କରିଥିବା ଗୋଟିଏ ଝିଅ ସେ ଆଉ କେହି ନୁହନ୍ତି ଆପଣ ମାନଙ୍କର ଆଇଟମ ଗାର୍ଲ୍ ରାଣୀ ପଣ୍ଡା। ଆପଣ ମାନେ ରାଣୀ ପଣ୍ଡା ଙ୍କୁ ସମସ୍ତେ ଜାଣିଥିବେ ଯିଏ କି ଖଣ୍ଡଗିରି ଯାତ୍ରା ମଞ୍ଚ ରେ ଦମଦାର ଆଇଟମ ନାଚ ନାଚି ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ । କିନ୍ତୁ ସେହି ଆଇଟମ ନାଚ ନାଚି ରାଣୀ ପଣ୍ଡା ଆସିଯାଇଥିଲେ ବିବାଦ ଭିତରକୁ । ତାପରେ ସେ ହୋଇଯାଇଥିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ତାପ ପରେ ତାଙ୍କୁ ଯାତ୍ରା ଜଗତରେ ବେନ କରି ଦିଆ ଯାଇଥିଲା।

 

ସେ ବିବାଦ ର  କିଛି ଦିନ ପୁଣି ଥରେ ଚଳଚ୍ଚିତ୍ର ଜଗତ ରେ ତାଙ୍କର ଜଲ୍ଵା ଦେଖାଇଥିଲେ । ଯାହା ହେଲେବି ସୁଦ୍ଧା ରାଣୀ ପଣ୍ଡା ତାଙ୍କ ତୁଣ୍ଡ କୁ ନେଇ ଅନେକ ସମୟ ରେ ବହୁ ବିବାଦ କୁ ଆସିଛନ୍ତି । ତାହାରି ଭିତରେ ବେ ତାଙ୍କ ଅଭିନୟ କୁ ଆଗେଇ ଚାଲିଛନ୍ତି । ତେବେ ଏବେ ଏବେ ତାଙ୍କ ର ଏକ ନୂଆ ଫିଲ୍ମ୍ ର ସୁଟିଂ ଚାଲିଛି ଯେଉଁଥିରେ ସେ ଏକ ସୁନ୍ଦର ଆଇଟମ ଗୀତ ରେ ଜବରଦସ୍ତ ନାଚ ନାଚି ଦର୍ଶକ ମାନଙ୍କୁ ଦେଖାଇ ଦେଇଛନ୍ତି । ଯାହାକି ସେହି ଜବରଦସ୍ତ ଗୀତଟି ର ନାମ ଦିଲ୍ କରେ ଘୁଣ୍ଟୁରୁ ଘୁଣ୍ଟୁରୁ । ତେବେ ଆସନ୍ତୁ ଦେଖିବା ସେ ଆଇଟମ ନାଚ ର କିଛି ଝଲକ।

 

ରାଣୀ ପଣ୍ଡା ଏହି ଚଳଚ୍ଚିତ୍ର ତୁ ମୋ ଡ୍ରିମ୍ ଗାର୍ଲ୍ ରେ ଆଇଟମ ନାଚ ନାଚି ବହୁତ୍ ଖୁସି ଅଛନ୍ତି । ଯାହା କି ତାଙ୍କ ର କହିବା କଥା ଓଡ଼ିଶା ବାସି  ମାନଙ୍କ ର ଭଲପାଇବା ପାଇଁ ସେ ଆଜି ଏମି ଜାଗାରେ ପହଞ୍ଚି ପାରିଛନ୍ତି । ଏବଂ ଓଡ଼ିଶା ବାସୀ ଙ୍କୁ ସେ ଧନ୍ୟବାଦ୍ ଦେଇଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *