ଆସନ୍ତୁ ବାବୁସାନ ଙ୍କ ଘର ବୁଲିଯିବା । ଘରେ ନିଜ କୁକୁର କୁ କେତେ ଭଲ ପାଉଛନ୍ତି ବାବୁସାନ ଏବଂ ତୃପ୍ତି ଦେଖିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ କଳାକାର ବାବୁସାନ ମହାନ୍ତି ନିଜ ଘରେ ନିଜ କୁକୁର ସହିତ କିଭଳି ରହୁଛନ୍ତି ସେ ବିଷୟରେ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

ତେବେ ଆପଣ ମାନେ ଓଲିଉଡ ସବୁଠାରୁ ଲୋକ ପ୍ରିୟ ଅଭିନେତା ତଥା ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ ପତ୍ନୀ ତୃପ୍ତି ଙ୍କୁ ବି ଆପଣ ମାନେ ଜାଣିଥିବେ । ତେବେ ତାଙ୍କ ଘରେ ଆହୁରି ଜଣେ ସଦସ୍ୟ ଅଛି ଯାହା ତାଙ୍କ ଘରେ ସମସ୍ତ ଙ୍କ ର ଅତି ନିଜର । ତେବେ ଏହି ଖାସ ସଦସ୍ୟ ହେଉଛି ବାବୁସାନ ନ୍କ ଘରେ ଥିବା ଛୋଟ ପପି ।

 ତେବେ ଏହି ପପି କୁ ବାବୁସାନ ନିଜ ଖାଦ୍ୟ ର ଅଧା ଖାଇବାକୁ ଦିଅନ୍ତି । ତେବେ ପପି ତାଙ୍କ ସହ ବସି ଡାଇନିଂ ଟେବୁଲ ରେ ଖାଇଥାଏ । ଏହା ଛଡା ତୃପ୍ତି ଏବଂ ବାବୁସାନ ତାଙ୍କୁ ଯୁଆଡେ ଯାଆନ୍ତି ବୁଲାଇ ନିଅନ୍ତି ।ତେବେ ସେ ଦୁହେଁ ତାଙ୍କୁ ନିଜ ପିଲା ଭଳି ବ୍ୟବହାର କରନ୍ତି । ଆଉ ସେ ମଧ୍ୟ ତାଙ୍କୁ ନିଜର ପିତାମାତା ବୋଲି ମାନୁଥିବାର ଏହି ଭିଡ଼ିଓ ରୁ ଜଣା ପଡୁଛି । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *