ଆସିଲା ଅମ୍ଳାନ ସ୍ତ୍ରୀ ଙ୍କ ଲାଇଭ ଭିଡ଼ିଓ । ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ…କିପରି…!

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ ଆଜି ଆମେ ଦେଖିବା ଅମ୍ଳାନ ଙ୍କ ପତ୍ନୀ ଙ୍କ ନଦୀ ର ଭାଇରଲ ଭିଡ଼ିଓ । ଯେହୁତୁ ଅମ୍ଳାନ ଜଣେ ଫିଲ୍ମ ହିରୋ ଓ ମିହୀର ଦାସ ଓଡ଼ିଆ ସିନେ ଜଗତ ର କିମ୍ବଦନ୍ତୀ କଳାକାର ସେଇଥି ପାଇଁ ଏବେ ଏହି କେସ ସରଗରମ ଏହାକୁ ନେଇ ସାଧାରଣ ଜନତା ଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି କାରଣ ଏହି କେସ ର ପୁରା ସତ୍ୟା ସତ ବାହାରକୁ ଆସି ପାରି ନାହିଁ ଓ ଏହି ବିଷୟରେ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚା ଚାଲିଛି …..

ଅମ୍ଳାନ ଙ୍କ ପତ୍ନୀ ଥାନା ରୁ ଘରକୁ ଯିବା ପରଦିନ ସେ ଏକ ଭିଡ଼ିଓ ମାଧ୍ୟମରେ ଲାଇଭ ଆସିଥିଲେ । ସେହି ଲାଇଭ ରେ ସେ କହିଥିଲେ ସେ ଦୀପାବଳି ଦିନ ଘରେ କାଳୀପୂଜା କରିଥିଲେ ଓ ତାପରଦିନ ଯାଇଥିଲେ ପୂଜା ସରିଥିବା କିଛି ଅଦରକାରୀ ଜିନିଷ ନଦୀକୁ ଫପାଡିବାକୁ ସେତିକିବେଳେ ଏହି ଦୁର୍ଘଟଣା ଘଟିଥିଲା ଆସନ୍ତୁ ଦେଖିବା ସେହି ଲାଇଭ ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *