ଆସିଲା ଏପ୍ରିଲ ମାସର ଗାଇଡ଼ଲାଇନ । ଏମିତି କଡାକଡି ହେବ ଏପ୍ରିଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏପ୍ରିଲ ମାସ ପାଇଁ ଓଡିଶା ସରକାର ଜାରି କରିଥିବା ଗାଇଡ଼ ଲାଇନ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଗାଇଡଲାଇନ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।  ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା, ଆଇସୋଲେସନ ଓ ସାବଧାନତା । ନୂଆ ଗାଇଡଲାଇନ ରେ  ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।ତେବେ ଏହି ନିୟମ ଗୁଡିକ ଏପ୍ରିଲ ୧ ରୁ  ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

 

(୧) ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଦେଲେ ଗାଇଡ଼ ଲାଇନ ।

(୨) ଟେଷ୍ଟ ଟ୍ରାକ ଏବଂ ଟ୍ରିଟ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଲେ ସରକାର ।

(୩) ଯେଉଁଠି RTPCR ଟେଷ୍ଟ ବେସି ହଉନି ବଢ଼ାଓ ।

(୪)ନୂଆ ପଜିଟିଭ କେସ କୁ ଜଲଦି ଧରି ଆଇସଲେସନ   କର ।

 

(୫)ଗାଇଡ଼ ଲାଇନ କଡାକଡି ପାଲନ କରିବ ସ୍ଥାନୀୟ ପ୍ରଶାସନ ।

(୬)ରାଜ୍ୟ ଭିତରେ ବା ବାହାରେ ଯିବା ଆସିବା ପାଇଁ କଟକଣା ।

(୭)SOP ମାନି ଶିକ୍ଷାନୁଷ୍ଠାନ, ସିନେମା ହଲ ଏବଂ ହୋଟେଲ ଏବଂ ମଲ ଚାଲିପାରିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *